Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ; ଅମ୍ବି ଓ ବିନ୍ଦୁ ସୁବ୍ରମଣ୍ୟମ୍‍ଙ୍କ ମ୍ୟୁଜିକାଲ୍‍ ଫ୍ୟୁଜନରେ ଦର୍ଶକ…

ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଚତୁର୍ଥ ସଂଧ୍ୟା। ଏହି ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍‍ ଓ ତାଙ୍କର…

ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଆଉ ଏକ ନୂଆ ଯୋଜନାର ମଧ୍ୟ ଘୋଷଣା କରିଛନ୍ତି । ତାହା ହେଲା ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା ମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା ।…

୨୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାରିପଦା: ବ୍ରାଉନସୁଗାର ଜବତ ମାମଲାରେ ବାରିପଦା ଟାଉନ ପୋଲିସର ଏକ ଟିମ୍ ରବିବାର ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋବିନ୍ଦ ପାଲ (୪୨) ହୋଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନା ଅନ୍ତର୍ଗତ ଟକଟପୁରର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ୧୯୯.୮୦ ଗ୍ରାମ…

ଦୁର୍ଗା ପୂଜା ଭସାଣି; ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା

କଟକ: ଚଳିତ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ହୋଇଥିବା ନିଷ୍ପତ୍ତି…

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବହୁ ପ୍ରତିକ୍ଷିତ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇ ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି । ଆଜି ପ୍ରଥମ କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା…

ଗଣପର୍ବ ନୂଆଁଖାଇ; ସମଲେଇଙ୍କ ଦର୍ଶନ କଲେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ ସମ୍ବଲପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇର ପବିତ୍ର ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କୁ ଦର୍ଶନ କରିବା ସହ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। । ଏହା ପରେ…

ବାଣୀବିହାର ଫ୍ଲାଏଓଭରରୁ ଡେଇଁଲେ ମହିଳା

ଭୁବନେଶ୍ୱର: ରାଜଧାନୀର ବାଣୀବିହାର ଫ୍ଲାଏ ଓଭରରୁ ଜଣେ ମହିଳା ଡେଇଁପଡିଥିବା ଜଣାପଡିଛି। ମହିଳା ଜଣକ ବାଲେଶ୍ବରର ବିଘ୍ନେଶ୍ୱରୀ ତ୍ରିପାଠୀ (୨୮) ବୋଲି ଜଣାପଡିଛି। ତେବେ ସେ ଆତ୍ମହତ୍ଯା ଉଦ୍ଦେଶ୍ଯରେ ଫ୍ଲାଏଓଭରରୁ ଡେଇଁ ପଡିଥିବା କୁହାଯାଉଛି। ସୂଚନାନୁସାରେ, ଏହି ଘଟଣା ଶନିବାର ରାତି…

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି

କୋରାପୁଟ: ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି। ସେପଟେ କୁନ୍ଦୁରା ବ୍ଲକର…

ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ

ଦଶପଲ୍ଲା: ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ। ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ରାଘବ ବନିଗୋଛା ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରାଘବ ମଲ୍ଲିକ। ତାଙ୍କ…

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।…