Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢୁଛି ଡେଙ୍ଗୁ: ଦିନକେ ୫୦ ପାର୍, ରାଜଧାନୀରେ ରୋଗୀ ସଂଖ୍ୟା ୧୦୦୬

ଭୁବନେଶ୍ୱର: ରାଜଧାନୀକୁ ଡରାଇଲାଣି ଡେଙ୍ଗୁ। ଦିନକରେ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଭୟଭୀତ ରାଜଧାନୀବାସୀ। ପ୍ରତି ଗଳିକନ୍ଦିରେ ଡେଙ୍ଗୁ ମଶାର ରାଜୁତି ବଢିଚାଲିଛି। ମଶା କାମୁଡାରେ ପଟିଆଠାରୁ ଆରମ୍ଭ କରି ଖଣ୍ଡଗିରି ଏବଂ ନୟାପଲ୍ଲୀଠାରୁ ସହିଦନଗର ସବୁଠି ଲୋକେ କଲବଲ। ସେହିପରି…

ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ବଳବତ୍ତର ୧୬୩ ଧାରା, ଗିରଫଦାରୀ ୧୧ ଛୁଇଁଲା

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକୁ ୮ ଦିନ ବିତିଯାଇଥିଲେ ବି ଏବେ ମଧ୍ୟ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ୧୬୩ ଧାରା । ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ । ଅନ୍ୟପଟରେ ଗୋଷ୍ଠୀ ସଂଘର୍ଷ ନେଇ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ କରି ଏଯାବତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ।…

ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ, ଜଗିବେ ଆନନ୍ଦବଜାର

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା। ସେପ୍ଟେମ୍ବର ୧ ତାରିଖରୁ ଅର୍ଥାତ୍ ଆଜିଠାରୁ ଆନନ୍ଦବଜାରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦବଜାର ଓ ମନ୍ଦିର ବେଢ଼େରେ ୨୦ଜଣଙ୍କୁ ନିଯୁକ୍ତି କରାଯାଇଛି। ୨ଟି…

ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଆର୍ଲଟ: ୪ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଆରବ ସାଗରରେ ଘୂର୍ଣ୍ଣିଝଡ଼, ବଙ୍ଗୋପସାଗରରେ ଅବପାତ । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରଭାବ। ଆସନ୍ତାକାଲି ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତା ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ…

କାନ୍ଥ ପଡି ଚାଲିଗଲା କୁନି ପୁଅର ଜୀବନ, ବାପାମାଆ ଗୁରୁତର

ଭଞ୍ଜନଗର: କାନ୍ଥ ସାଜିଲା କାଳ । ମାଟି କାନ୍ଥ ଭୁଶୁଡ଼ି କୁନି ପୁଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ବାପାମାଆ  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ବାଇପାଲି ପଞ୍ଚାୟତ ତୋଟାସାହିରେ । ସକାଳୁ ସକାଳୁ ଘରେ ଶୋଇଥିବା ବେଳେ ଭୁଶୁଡ଼ିଲା ମାଟିକାନ୍ଥ । ଫଳରେ ଶିଶୁ…

ଆରପାରିରେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ

ବ୍ରଜରାଜନଗର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ । ଆଜି ଭୋର ପ୍ରାୟ ୪ଟା ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳେ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତେବେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ…

ଆଜିଠୁ ‘ସୁଭଦ୍ରା’ ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଆବେଦନ..

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ର ପଞ୍ଜିକରଣ । ଆଜିଠୁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ସୁଭଦ୍ରା ଫର୍ମ ମିଳିବ । ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ…

ମୟୂରଭଞ୍ଜର ସଫଳ ଚାଷୀ କାର୍ତ୍ତିକେଶ୍ୱର ନାୟକ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନହୁସାହି ଗାଁର ଚାଷୀ କାର୍ତ୍ତିକେଶ୍ୱର ନାୟକ। ନିରନ୍ତର ପ୍ରୟାସ ମାଧ୍ଯମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେ। ଏପରିକି ଆଖପାଖର ଲୋକଙ୍କୁ ମଧ୍ୟ…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଅଛି, ଶାନ୍ତି ବଜାୟ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜବାବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ ଅନ୍ୟକିଛି…

ଆସନ୍ତା କାଲିଠୁ ‘ସୁଭଦ୍ରା‘ ପଞ୍ଜୀକରଣ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି

ଭୁବନେଶ୍ଵର: ଆସନ୍ତା କାଲିଠୁ ‘ସୁଭଦ୍ରା‘ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ସୁଭଦ୍ରା ଫର୍ମ ମିଳିବ । ଏଥିସହ ମୋ ସେବା…