Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହେଲେ ଶ୍ରଦ୍ଧାଳୁ; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଜନୈକ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ପରିସରରେ ଥିବା…

ବିପଦକୁ ଡାକୁଛି ‘ରଙ୍ଗ୍ ରୁଟ୍ ଡ୍ରାଇଭିଂ’: ୪ ଦିନରେ ରାଜ୍ୟରେ କଟିଲା ୩୬ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏବେ କଡ଼ା ନଜର ରଖିଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)। ଅଗଷ୍ଟ ୧୦ରୁ ୧୩ ତାରିଖ ମଧ୍ୟରେ ମାତ୍ର ୪ ଦିନ ଭିତରେ ସାରା ରାଜ୍ୟରେ ମୋଟ ୩୬,୬୦୩ଟି ଇ-ଚାଲାଣ କଟାଯାଇଥିବା ବେଳେ ଏଥିରୁ ୧୫୧ଟି ଚାଲାଣ କେବଳ 'ରଙ୍ଗ୍ ସାଇଡ୍' ବା ଭୁଲ ଦିଗରେ…

Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ…

ଭୁବନେଶ୍ବର:ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏନେଇ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ…

ବନ୍ୟା ଜଳରେ ବୁଡ଼ିଛି ରାସ୍ତା, ଭଦ୍ରକ-ଆରଡ଼ି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ରହିଛି। ନଦୀ ପାଣି କମିବା ଆରମ୍ଭ ହୋଇଥିଲେ ସୁଦ୍ଧା ଜିଲ୍ଲାର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ତଳିଆ…

ପାହାଡ଼ରୁ ଖସୁଛି ମାଟି ଓ ପଥର: ଭୁସ୍ଖଳନ ଯୋଗୁଁ କେନ୍ଦୁଝରରେ ଜାତୀୟ ରାଜପଥରେ ଯାତାୟାତ ଠପ୍

କେନ୍ଦୁଝର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଏବେ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ଏକ ନୂଆ ବିପଦ ଭାବେ ଉଭା ହୋଇଛି । କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଏକ ଭୟଙ୍କର ଭୁସ୍ଖଳନ…

ଲଘୁଚାପ ପରେ ଲଘୁଚାପ, ଲଗାଣ ବର୍ଷାରୁ ନାହିଁ ନିସ୍ତାର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରୁ ସହଜରେ ନିସ୍ତାର ମିଳିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ରୂପେ କମି ନଥିବା ବେଳେ ଏବେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ…

ବିପଦକୁ ଡାକିଆଣିଲା ମୋବାଇଲ୍ ସେଲଫି: ୭୦ ଫୁଟ୍ ତଳକୁ ଖସିଲେ ଯୁବତୀ

ବଲାଙ୍ଗୀର : ଆଜିକାଲି ସୋସିଆଲ ମିଡିଆରେ ନିଜର ଫୋଟୋ ଭିଡିଓରେ ଅଧିକ ‘ଲାଇକ୍’ କିମ୍ବା ‘ଭ୍ୟୁଜ୍’ ପାଇବା ଆଶାରେ ଯୁବପିଢ଼ି ନିଜ ଜୀବନକୁ ବିପନ୍ନ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏବେ ରାଜ୍ୟରେ ଏଭଳି ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଭଲ ସେଲଫି…

ହିଣ୍ଡାଲକୋର ବାଫ୍‍ଲିମାଳି ବକ୍ସାଇଟ ଖଣିକୁ ଏଏସ୍‍ଆଇ ମାନ୍ୟତା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲକୋ ଇଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ରାୟଗଡାର ବାଫ୍‍ଲିମାଳି ସ୍ଥିତ ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍‍ ଇନିସିଏଟିଭ୍‍ (ଏଏସ୍‍ଆଇ) ପରଫରମାନ୍ସ…

ମହିଳାଙ୍କୁ ବାନ୍ଧି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ଚାନ୍ଦବାଲି: ଦିନ ପ୍ରାୟ ୧୧ ଘଟିକା ସମୟରେ ଦୁଇଜଣ ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ସ୍ତ୍ରୀଙ୍କୁ ବାନ୍ଧି ଦେବା ସହ ତାଙ୍କୁ ଅଚେତ କରି ଦେଇଥିଲେ ଦୁର୍ବୃତ୍ତ । ପରେ…

ଦୀର୍ଘଦିନର ଦାବି ପରେ ନିଲାମ ହେଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ; ବର୍ଷକୁ ରାଜସ୍ବ ବାବଦକୁ ଦେବେ ଏତିକି…

ହୁମା:ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଲାମ ପ୍ରକ୍ରିୟାରେ ୯ ଜଣ ବ୍ୟକ୍ତି ଭାଗ ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ…