Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେବୀ ପ୍ରସନ୍ନ ପଟ୍ଟନାୟକ ପାଇଲେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର

ଭୁବନେଶ୍ୱର: ଶାସ୍ତ୍ରୀୟ ଭାରତୀୟ ଭାଷା ଉପରେ ଜୀବନବ୍ୟାପୀ ଗବେଷଣା ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଲେଖକ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ସମାରୋହରେ…

ଏଣିକି ଭିତରକନିକାର ନୀଳ ଜଳରାଶି ଭିତରେ ରାତ୍ରୀ ଯାପନର ମଜା ଉଠାଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡା: ଚାରିପଟେ ନୀଳ ଜଳରାଶି, ଆଉ ତା’ଭିତରେ ପୁରା ରାତ୍ରୀ ଯାପନ । ଖାଇବା, ପିଇବା ସହ ନାଚ ଗୀତ । କଣ ଆପଣ ବି ଭାବୁଛନ୍ତି ନା ଏସବୁ ଆମେ କୌଣସି ସମୁଦ୍ର ଭିତରେ ଯାଉଥିବା ଯାହାଜ କଥା କହୁଛୁ । ନାଁ ଆଜ୍ଞା କୌଣସି ଗଭୀର ସମୁଦ୍ର ଭିତରେ ନୁହଁ ଆମେ କହୁଛୁ ଭିତରକନିକା କଥା । ଏଣିକି…

ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଜନତା ମଦନଠାରେ ଉଦଘାଟନ କରିଛନ୍ତି। ଓଡ଼ିଆ ଭାଷା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରି…

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସେବା ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ: ରେଳମନ୍ତ୍ରୀ

ସମ୍ବଲପୁର: ଆଉ କିଛି ସମୟ ପରେ ସମ୍ବଲପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଇଆଇଏମ୍ ର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ପହଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ଆଜି ସକାଳେ ସମ୍ବଲପୁର…

କୁହୁଡି କାରଣରୁ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ ୧୭ ଆହତ

କଟକ/ମୟୂରଭଞ୍ଚ/ବାଲେଶ୍ୱର: ଆଜି ସକାଳୁ ରାଜ୍ୟର ପୃଥକ ପୃଥକ ସ୍ଥାନରୁ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,…

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ

କଟକ: କୁହୁଡି ହେଲା କାଳ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏକାଥରକେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ଗଦାଧରପୁର ଗାଁ ନିକଟରେ । ଖବର ଅନୁଯାୟୀ, ଗତକାଲି ଏକ ବିବାହ ଭୋଜିରେ ଯୋଗଦେବାକୁ କାର…

ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିତ୍

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ୩ ଦିନ ଧରି ଚାଲିବ ବିଶାଳ ଭାଷା ମହାକୁମ୍ଭ । ଏହି ସମ୍ମଳନୀକୁ ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଦେଶ ତଥା ଦେଶ ବାହାରେ ଥିବା ସମସ୍ତ…

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଗସ୍ତରେ ଯାଇ ନବନିର୍ମିତ ଆଇଆଇଏମ ସ୍ଥାୟୀ ନୂଆ କ୍ୟାମ୍ପସର କରିବେ ଲୋକାର୍ପଣ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ ମୋଦି । ଯେଉଁଥିରେ ସମ୍ବଲପୁର…

ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ 

ଖୋର୍ଦ୍ଧା: ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଖୋର୍ଦ୍ଧା ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୁଷ ଦନ୍ତା…

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କଲେ ବିଶ୍ଵ ରେକର୍ଡ 

ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କଲେ ବିଶ୍ୱ ରେକର୍ଡ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା…