Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସର ସାଂଗଠନିକ ପରିବର୍ତ୍ତନ: ମିନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ…

ରାଜଧାନୀର ଏକ ହୋଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ରାଜସ୍ଥାନର‌ କ୍ଷେତ୍ରୀର ମିହିର ସି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ମୃତକ ଜଣକ ନିଜକୁ ଅବସରପ୍ରାପ୍ତ ସେନା କର୍ମଚାରୀ ପରିଚୟ ଦେଇଥିଲେ। ସେ ଗତ ୨ରୁ…

ଶ୍ରୀମନ୍ଦିରରେ ନୀଳଚକ୍ର ବାନା ବିକ୍ରିକୁ ଦୁଇ ସେବାୟତ ହାତାହାତି

ପୁରୀ: ଶ୍ରୀମନ୍ଦିର ଭିତରେ ଅପରାହ୍ଣରେ ଦୁଇ ସେବାୟତଙ୍କ ଭିତରେ ମାରପିଟ ଘଟଣା ସାମ୍ନାକୁ ଆସିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ମାରପିଟ ଘଟଣାରେ ଜଣେ ଚୁନେରା ସେବାୟତ ଓ ଆଉ ଜଣେ ଖୁଣ୍ଟିଆ ସେବାୟତ ଆହତ ହୋଇଛନ୍ତି। ମହାପ୍ରଭୁଙ୍କ ନୀଳଚକ୍ର…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ କିଛି…

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ…

ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, MoU ସ୍ଵାକ୍ଷରର ୭ବର୍ଷ ପରେ ବି ହୋଇପାରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ହେବାକୁ ଏହାରି ଭିତରେ ୭ବର୍ଷ ବିତିଗଲା କିନ୍ତୁ, ଏଥିପାଇଁ ଏଯାବତ୍ ହୋଇପାରୁନି ଜମି ଅଧିଗ୍ରହଣ । ଏହାକୁ ନଜରରେ ରଖି ଏବେ…

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା…

ଆରମ୍ଭ ହେଲା ଖଡ଼ିଆଳ ମହୋତ୍ସବ ୨୦୨୪, ପ୍ରଥମ ଦିନରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ୨୦୨୪ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୮…

ଘନ କୁହୁଡି ଓ ଶୀତରେ କଲବଲ ସାରା ରାଜ୍ୟ, ୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ ଗାଡି ମୋଟର ଚଳାଚଳରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ । ଯେଉଁ…

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ 'ଏକ୍ସ' ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ମୁତାବକ, ୭୭ ଟି ଦେଶର ବେଳାଭୂମିର ସ୍ଥିତି…