Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିବ ରତ୍ନଭଣ୍ଡାର: ସ୍ଥାନାନ୍ତର ହେବ ସିନ୍ଦୁକ , ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ସ୍ଥାନାନ୍ତର ହେବ ଖାଲି କରାଯାଇଥିବା ଆଲମିରା ଓ ସିନ୍ଦୁକ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ୧ ଟା ଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ…

ହାତରୁ ଖସିଗଲା କି ଇଭି କାରଖାନା? ଓଡିଶା ସମ୍ବାଦ ଏକ୍ସକ୍ଲୁସିଭ୍

ଭୁବନେଶ୍ବର: ଓଡିଶା ହାତରୁ ଖସିଗଲା କି ଇଭି କାରଖାନା? ବିଜେଡି ସରକାର ବେଳେ କଟକ ନରାଜରେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା। ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ସେତେବେଳର ରାଜ୍ୟ ସରକାର ଓ…

୨ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଧରଣୀଧର ବିଶ୍ବବିଦ୍ୟାଳୟ, ମାନବ ସମ୍ବଳର ନିଯୁକ୍ତି, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଏବଂ କେନ୍ଦୁଝର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆଜି ଲୋକସଭା ଭବନ ଠାରେ ଏହି ବିଷୟରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଶିକ୍ଷାନୁଷ୍ଠାନକୁ ନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ପଟ୍ଟା ଦିଆଯିବ ବୋଲି ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି । ୨୪…

‘ଗତ ୨୪ ବର୍ଷରେ ବିଜେଡି ସରକାର ଯାହା କରିନି ଆସନ୍ତା ୫ ବର୍ଷରେ ବିଜେପି ତାହା କରିଦେଖାଇବ’

ଭୁବନେଶ୍ୱର: ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ହିଞ୍ଜିଳିର ଶତାଧିକ…

ଚିକିଟି ମଦ ଟ୍ରାଜେଡି: ବିଜେଡିକୁ ଟାର୍ଗେଟ କଲେ ଚିକିଟି ବିଧାୟକ

ଭୁବନେଶ୍ଵର: ଚିକିଟି ମଦ ଟ୍ରାଜେଡିରେ ଏମକେସିଜିରେ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ଭେଟିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆକ୍ରାନ୍ତଙ୍କୁ ଭେଟିବା ପରେ ବେଆଇନ ମଦ କାରବାରରେ ରୋକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ସେପଟେ ମଦ ମୃତ୍ୟୁକୁ ନେଇ…

ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଓ ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ମିଳିବ ୧୦ ଡ଼ିସିମିଲ ଜାଗା

ଭୁବନେଶ୍ଵର: ଆଜି ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଜାଗା ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵମନ୍ତ୍ରୀ । ଏଥିସହ ହୀରାକୁଦ ବିସ୍ଥାପିତଙ୍କ ପରିବାରର ତୃତୀୟ ପିଢିଙ୍କୁ ୧୦ ଡ଼ିସିମିଲ ଜମି ରାଜ୍ୟ ସରକାର ଯୋଗାଇଦେବେ…

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ…

ସାଇବର କ୍ରାଇମ ସନ୍ଦେହରେ ଚଢ଼ାଉ; ୨ ଅଟକ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ରେଡ଼୍ । ଘଟଣାସ୍ଥଳରୁ ବିପୁଳ ସିମ୍, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ । ତେବେ ଦୁଇ ଜଣ ପୋଲିସ ହାତରେ ଧରା ପଡିଥିବା ବେଳେ ଅନେକ ଯୁବକ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ ବୋଲି ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି…