Latest Odisha News

BREAKING NEWS

Browsing Category

ଓଡିଶା

Odisha

ହସ୍ପିଟାଲ୍ ରୁ ଡିସଚାର୍ଜ ପରେ ମା’ ପାଖକୁ ଯିବନି ବିଜୟିନୀ

ସମ୍ବଲପୁର: ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବ ଶିଶୁକନ୍ୟା ‘ବିଜୟିନୀ’ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମେଡିକାଲ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡିସଚାର୍ଜ ପରେ ଶିଶୁଟି ମା ପାଖକୁ ଯିବନି । ତାକୁ ମେଡିକାଲରୁ ସିଧା ସଳଖ ଶିଶୁ ଗୃହକୁ ନିଆଯିବ । ଗତ ୧ ମାସ…

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ ୧୪.୬୦ କିମି ଦୈର୍ଘ୍ୟ ରେଳ ଲାଇନ…

କୋରାପୁଟ: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ ୧୪.୬୦ କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି | କମିଶନର୍ ରେଲୱେ ସୁରକ୍ଷା/ରେଳ…

ଏଟିଏମ୍ ମେସିନ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ସମୟରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ପୁଣି ଏଟିଏମ୍ ମେସିନ କାଟି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା…

ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ

ନବରଙ୍ଗପୁର: ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ ଭଳି ଉକ୍ତିକୁ ଭୁଲ ପ୍ରମାଣିତକରି ଦେଖାଇଛନ୍ତି ଯୁବକ । ମାତ୍ର ୨୧ ବର୍ଷ ବୟସ ରେ  ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଭଳି ଉପାନ୍ତ…

ପୁଲିସ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ, ଦୁଇଟି ଏଟିଏମ୍ ତାଡି ଟଙ୍କା ନେଇଗଲେ ଦୁର୍ବୃତ୍ତ

ସୋର: ବାଲେଶ୍ୱର ଖଇରା ଓ ସୋରରେ ଥିବା ଦୁଇଟି ଏଟିଏମକୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଖଇରାର ତୁଡିଗଡିଆ ବଜାରରେ ପ୍ରଥମ ଡକାୟତି ଘଟିଥିଲା, ଯେଉଁଠାରେ ଅତି କମରେ ଛଅ ଜଣ ମୁଖାପିନ୍ଧା ଲୁଟେରା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ ତାଡି…

ଚିତାବାଘ ଛାଲ ଜବତ କଲା ବନ ବିଭାଗ, ୨ ଗିରଫ

ବୌଦ୍ଧ: କଣ୍ଟାମାଳ ଜଙ୍ଗଲରୁ ଏକ ଚିତାବାଘ ଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ମୁକେଶ ମନହିରା ଏବଂ ଦିବ୍ୟଶଙ୍କର ବଗର୍ତ୍ତୀ ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗୀର ଡିଏଫଓ ନୀତୀଶ କୁମାର…

ରାସ୍ତା ମରାମତି ବେଳେ ଦୁର୍ଘଟଣାର ଶିକାର ହେଲେ ଆଇଟିବି ଯବାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣ୍ଡିଦା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଆହତ ହୋଇଛନ୍ତି ଆଇଟିବିପି ଯବାନ। ଆହତ ଜଣଙ୍କ ଗୋରୁମହିଷାଣୀ ଥାନା ସୁଦର୍ଶନପୁର ଗ୍ରାମର ମଳୟ କୁମାର ମଣ୍ଡଳ (୩୭)।…

ଭୋଜିରୁ ତୁମୁଳକାଣ୍ଡ, ଗୁଳିମାଡରେ ସମିତି ସଭ୍ୟ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଇଝୁଳି ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୋଜି ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏହି ଗୁଳିମାଡରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକ…

ଖଣି ଦୁର୍ନୀତି: ରୋହିତ କହିଲେ ନିର୍ବାଚନରେ ହାରିବା ଭୟରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ନେତା ରୋହିତ ପୂଜାରୀ। ଆଗାମୀ ନିର୍ବାଚନରେ ହାରିବା ଭୟରେ ସମ୍ବଲପୁର…

ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତିଜନକ ମନ୍ତବ୍ୟ, ବିଜେଡି ବିରୋଧରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛି। ବିଜେଡିଆଇଟି ସେଲ୍ ଦ୍ୱାରା ପରିଚାଳିତ ଏକ ଫେସ୍ ବୁକ୍ ହ୍ୟାଣ୍ଡେଲରେ…