Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପାଇଁ ବାଲୁକା କଳାରେ ସ୍ୱତନ୍ତ୍ର ବାର୍ତ୍ତା

ପୁରୀ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର ଘର ତିରଙ୍ଗା’ ଅଭିଯାନର ତୃତୀୟ ସଂସ୍କରଣ ଅଗଷ୍ଟ ୯ ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅପିଲ୍ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ…

ହ୍ୟାକରଙ୍କ ଜାଲରେ ପଡିଗଲେ ବିଡିଓ ବାବୁ

ଦାରିଙ୍ଗବାଡି: ସରକାରୀ ଅଧିକାରୀଙ୍କ ନମ୍ବର ହ୍ୟାକ୍ କରି ଗଣମାଧ୍ୟମରେ ଭୂଆଁ ବୁଲାଉଛନ୍ତି ହ୍ୟାକର । ତେଣୁ ସାବଧାନ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କ ସାଙ୍ଗରେ କିଛି ଏମିତି ଘଟିଛି । ତାଙ୍କ ମୋବାଇଲ ନମ୍ବରକୁ…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ…

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ…

୩ ଦିନ ଯାଏ ବର୍ଷାରେ ଲାଗିବ ବ୍ରେକ୍; ୧୫ ଓ ୧୬ରେ ବଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତଥାପି ଆଜିଠାରୁ ବର୍ଷାରେ ଲାଗିବ ବ୍ରେକ। କମିବ ବର୍ଷାର ପରିମାଣ। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ଘଣ୍ଟାରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମକୁ…

ବଜ୍ରାଘାତରେ ଚାଲିଗଲା ୩ ଜୀବନ, ଜଣେ ଆହତ

ଭୁବନେଶ୍ୱର: ବାଲେଶ୍ୱର ଓ କଟକ ଜିଲ୍ଲାରେ ଶନିବାର ଦୁଇଟି ଭିନ୍ନ ଭିନ୍ନ ବଜ୍ରପାତରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲାର ସୋରୋ ଥାନା ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ…

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

ସମ୍ବଲପୁର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ। ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଚିକିତ୍ସା ଚାଲିଛି। ବୁର୍ଲାସ୍ଥିତ ଡ୍ୟାମ ଫ୍ଲାଷ୍ଟ କ୍ଲାସ ଗେଷ୍ଟ…

ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ, ପୁଣି ୧୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଶନିବାର ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କତା…

ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକ ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତିକଙ୍କୁ ନିଲମ୍ବିତ କରାଯାଇଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲାରେ ସମ୍ପୃକ୍ତି ଥିବା ଯୋଗୁଁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ଗତ ୨ ତାରିଖରେ ଗିରଫ କରାଯାଇ ୧୪ ତାରିଖ…