Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ସମୁଦ୍ର ତଟରେ ପଇଁତରା ମାରୁଛି ପାଞ୍ଚଟି ଯୁଦ୍ଧ ଜାହାଜ

ପୁରୀ: ପୁରୀ ସମୁଦ୍ର ତଟରେ ଆଜି ଡେରା ପକାଇଛି ନୌସେନାର ପାଞ୍ଚଟି ଯୁଦ୍ଧ ଜାହାଜ। ଦିଗବାରେଣୀ ନିକଟ ବେଳାଭୂମିରେ ପଇଁତରା ମାରୁଛି ଏହି ସବୁ ଯୁଦ୍ଧ ଜାହାଜ। ସୂଚନା ଅନୁଯାୟୀ ପ୍ରତ୍ୟକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ନେଇ ଆଜି ପ୍ରାଥମିକ ସର୍ଭେ କରାଯାଇଥିଲା। ନୌସେନା ଦିବସକୁ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…

ପ୍ରତାରଣା ସହିପାରିଲାନି ପ୍ରେମିକା, ପେଟ୍ରୋଲ ଢାଳି ପ୍ରେମିକ ଘରେ ଲଗାଇଲା ନିଆଁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକା ଓ ତାର ସାଙ୍ଗ । ନିଆଁକୁ ଆୟତ୍ତ କଲେ ଗ୍ରାମବାସୀ । ଖବରପାଇ ବାସୁଦେବପୁର ପୋଲିସ ଦୁଇ ଯୁବତୀଙ୍କୁ…

ଆସିଲା ଆଳୁ, ୩ କିଲୋକୁ ୧୦୦ ଟଙ୍କା

ଭୁବନେଶ୍ବର: ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଏଥିପାଇଁ ନାଫେଡ୍ ଜରିଆରେ ଆଳୁ ଆଣି କେଜି ପିଛା ୩୦ ଟଙ୍କା ଦରରେ ରାଜ୍ୟବାସୀଙ୍କୁ ଯୋଗାଇବା ପାଇଁ କହିଥିଲେ ଯୋଗାଣ ମନ୍ତ୍ରୀ । ଏହା ପରେ ଆଜି ନାଫେଡ୍ ଜରିଆରେ ଆଳୁ ଆସି…

କାଠଯୋଡ଼ିକୁ ପୁରୁଷ ଓ ମହିଳା ଡେଇଁବା ଘଟଣା: ଉଭୟ ଥାନାରେ ହାଜର

କଟକ: କଟକ କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଶନିବାର ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି। ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ। ସେମାନେ ହେଲେ ଶତ୍ରୁଘ୍ନ…

ମହାପ୍ରଭୁଙ୍କ ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ…

ଶିମିଳିପାଳ ଜଗିବ ଏଆଇ କ୍ୟାମେରା, ଶିକାରୀଙ୍କ ଉପରେ ରଖିବ ତିକ୍ଷ୍ଣ ନଜର

ମୟୂରଭଞ୍ଜ: ଶିମିଳିପାଳ ଜଗିବ ଏଆଇ କ୍ୟାମେରା । ଶିକାରୀ ମାଫିଆଙ୍କୁ କରିବ ସାବାଡ୍ । ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ୩୬୦ ଡିଗ୍ରୀ ଗତି ସହ ଜଙ୍ଗଲର କୋଣ ଅନୁକୋଣ ଉପରେ ନଜର ରଖି ନିଜ ଭିତରେ ସବୁ କଏଦ୍ କରିବ । ଯାହା ଶିମିଳିପାଳ…

ବଲ୍ଲେ ବଲ୍ଲେ ଢ଼ାବା ପ୍ରସଙ୍ଗ; ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା ଦାଶ

କଟକ: ଯାଜପୁର ‘ବଲ୍ଲେ ବଲ୍ଲେ ଢ଼ାବା’କୁ ନେଇ ଏଲିନାଙ୍କ ମାମଲା ପ୍ରସଙ୍ଗ । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବିଜେଡି ନେତ୍ରୀ ଏଲିନା ଦାଶ । ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଏଲିନା ଦାଶ । ଗଣମାଧ୍ୟମର ତାଙ୍କ ନାଁକୁ ନେଇ ଚର୍ଚ୍ଚା…

ଘରଡିହ ନଥିବା ପରିବାରକୁ ସରକାର ଦେବେ ପଟ୍ଟା

ଭୁବନେଶ୍ବର: ଘରଡିହ ନଥିବା ପରିବାରଙ୍କୁ ସରକାର ଦେବେ ଘରଡିହ ପଟ୍ଟା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ହିତାଧିକାରୀ ଚୟନ କରାଯାଇ ସରକାର ପଟ୍ଟା ବଣ୍ଟନ କରିବେ। ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ…

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ଆସିଲା ରାୟ । ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକ (୩୮)କୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି…