Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁର: ସାମ୍ବାଦିକ ସମ୍ମିଳନୀ କରିବାର କିଛି ଘଣ୍ଟା ପୂର୍ବରୁ ଦଳୀୟ ନେତାଙ୍କୁ ବହିଷ୍କାର କଲା ବିଜେଡି

ସମ୍ବଲପୁର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ପ୍ରମୋଦ ରଥଙ୍କୁ ବିଜେଡି ବହିଷ୍କାର କରିଛି। ରଥ ନିଜେ ଶାସକ ଦଳରୁ ଇସ୍ତଫା ଦେବା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ…

ନିର୍ବାଚନ ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ପୁଲିସର ବୈଠକ

ମାଲକାନଗିରି: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ମାଲକାନଗିରି ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାର ଦୁଇଟି ପୁଲିସ ଟିମ୍ ଉଭୟ ରାଜ୍ୟରେ ମା ବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏକ ସମନ୍ୱୟ ବୈଠକ କରିଛନ୍ତି। ଏହି ସବୁ ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କୁ…

ମୋଦୀ, ଶାହଙ୍କ ଫକୋସରେ ଓଡ଼ିଶା: ୨୧ ଲୋକସଭା ଆସନରେ ଯୋଗୀଙ୍କୁ ନେଇ କରିବେ ପ୍ରଚାର

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ରର…

କଟକରେ ମହିଳାଙ୍କୁ ୯ ଲକ୍ଷ ୭୦ ହଜାର ଟଙ୍କାର ଚୂନ ଲଗେଇ ଦେଲା ଫେସବୁକ ଫ୍ରେଣ୍ଡ

କଟକ: ତୁଳସୀପୁର ମଠ ସାହିର ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଫେସ୍ ବୁକ୍ ରେ ବନ୍ଧୁତା କରିଥିବା ଜଣେ ବ୍ୟକ୍ତି ପ୍ରାୟ ୯ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗକାରୀ କହିଛନ୍ତି ଯେ ମହାନଦୀ ବିହାରର ସତ୍ୟ ରଞ୍ଜନ ସାମଲ ନାମକ ଜଣେ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା…

ଜମିଜମା ଠକେଇ ମାମଲା: ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନେ ହେଲେ…

ନିିର୍ବାଚନ ବେଳେ ଡିପଫେକ୍ ଭିଡିଓ, ପୋଲିସର ତଦନ୍ତ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନରେ ହେବନି ତ?

ଭୁବନେଶ୍ୱର:  ଆଗାମୀ ସାଧାରଣ ନିର୍ବାଚନ ସମୟରେ ଡିପଫେକ୍ ଭିଡିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏହି ଭିଡିଓର ବିପଦର ମୁକାବିଲା ପାଇଁ ପୋଲିସ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍କୁ ତାଲିମ…

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର ସ୍ୱତନ୍ତ୍ର…

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ । ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅଖ ଚକ ବନ୍ଦ ରହିବ । ଦୀର୍ଘ ୮ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ରାଜ୍ୟ ବିଜେପି । ବନ୍ଦ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଏବେ ବି ଜୀବିତ!

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଥିବା ଦାବି…