Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରଲୋକରେ ବିଶିଷ୍ଟ କୋଶଳୀ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ପାଣିଗ୍ରାହୀ

ଭୁବନେଶ୍ବର: ଆଉ ନାହାନ୍ତି ପଶ୍ଚିମ ଓଡ଼ିଶାର ସୁବିଦିତ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ଚରଣ ପାଣିଗ୍ରାହୀ । ଅଗଷ୍ଟ ୪ ତାରିଖ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ବନ ବିଭାଗରୁ ୨୦୧୮ରେ ଅବସର ନେଇଥିଲେ ।…

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ…

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍…

ବଜ୍ରପାତରୁ ରକ୍ଷା କରିବ ତାଳଗଛ !

ଭୁବନେଶ୍ବର: ବର୍ଷାଦିନେ ବଢୁଛି ବଜ୍ରପାତରେ ମୃତ୍ୟୁସଂଖ୍ୟା । ଗତବର୍ଷ ଓଡିଶାରେ ଦୁଇ ଘଣ୍ଟାରେ ୬୧ହଜାରରୁ ଅଧିକ ବଜ୍ରପାତ ହୋଇଥିଲା। ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ରାଜ୍ୟ ସରକାର…

କିଏ ହେବେ ଓଡିଶାର ନୂଆ ଡିଜିପି, ରେସରେ ୩ ଅଧିକାରୀ

ଭୁବନେଶ୍ୱର: ଓଡିଶାର ପୂର୍ଣ୍ଣକାଳୀନ ଡିଜିପି କିଏ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି। ଏହାରି ମଧ୍ଯରେ ମୋହନ ସରକାର ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟ କରୁଥିବା ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସେମାନଙ୍କ ବାୟୋଡାଟା ଏବଂ ଅନ୍ୟାନ୍ୟ ତଥ୍ୟ ସୂଚନା ପ୍ରଦାନ କରିବାକୁ କହିଛନ୍ତି।…

ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ?

ଭୁବନେଶ୍ବର: ମମତା ମହନ୍ତ ବିଜେଡି ଛାଡିବା ପରଠୁ ଥମୁନି ଚର୍ଚ୍ଚା । ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ? ବିଜେପି ନେତାଙ୍କ ସଂକେତ କାହା ଆଡକୁ ? କିଏ କହିଲେଣି ମମତା ମହନ୍ତ କେବଳ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି ତ କିଏ କହିଲେଣି ବିଜେଡିରେ ନେତା ଅଣନିଶ୍ବାସୀ । ମମତା ମହନ୍ତ…

ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ l ଶୁଣାଣି ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଛି l ସମସ୍ତଙ୍କୁ ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି…

ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର: ସରିଲା ଏସ୍‌ଓପି ପ୍ରସ୍ତୁତି, ଖାଲି ବାଜିବ ସରକାରଙ୍କ ମୋହର

ଭୁବନେଶ୍ବର: ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ପ୍ରସ୍ତୁତି ନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ପୁଣି ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏନେଇ ମୁଖ୍ୟ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ଏହି ୬ଟି ପ୍ରସ୍ତାବ ଉପରେ ହୋଇଛି ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ…