Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, କାଲିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କଟକ ସହର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ…

ପୁଲିସକୁ ବଡ ସଫଳତା, ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା

କେନ୍ଦୁଝର: ପାଟଣା ପୁଲିସକୁ ମିଳିଛି ବଡ ଧରଣର ସଫଳତା। ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରି ଓ ଲୁଟ୍ କରୁଥିଲେ ଏହି ଲୁଟେରା। ଯାହାକି ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ପୁଲିସ ନିଜର ଗୁଇନ୍ଦା ଅନୁସନ୍ଧାନ ଜାରି…

ପୋଲିସକୁ ଧକ୍କା ଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: ପୋଲିସ କର୍ମଚାରୀଙ୍କୁ କାର୍ ମଡେଇଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋତିଲାଲ ସାମଲ, ମୃତ୍ୟୁଞ୍ଜୟ ସାମଲ, ମନୀଷ ଓଝା ଓ ସାରଥୀ ନାୟକ ।…

ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା

କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି। ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ…

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ। ସୂଚନା…

ଖୋଲିବ ଗୁମର, ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ…

୬ରୁ ପୁଣି ଭିଜିବ ସାରା ରାଜ୍ଯ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଅପରପକ୍ଷେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ,…

ସମ୍ବଲପୁରରେ ମୋ ବସ୍ ସେବା ଠପ୍

ସମ୍ବଲପୁର: ବିଭିନ୍ନ ଦାବି ନେଇ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଆନ୍ଦୋଳନ କରିବା ଯୋଗୁ ସମ୍ବଲପୁରରେ ମୋ ବସ୍ ସେବା ଠପ୍ ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀମାନଙ୍କୁ ଦୁର୍ବ୍ଯବହାର ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ବରିଷ୍ଠ…

ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍, ଆସନ୍ତା ପାଞ୍ଚ ବର୍ଷରେ ଲୋପ ପାଇବ ଦାଦନ ସମସ୍ୟା

ଭୁବନେଶ୍ୱର: ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ମାଟି ଖୋଳିବେ ରାଜ୍ୟ ସରକାର, ମାଟି ବୋହିବେ ଲୋକେ। ଏପରି ଭାବେ ଗାଁ ଗାଁରେ ଲୋକଙ୍କୁ କାମ ଦେବାକୁ ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ। ଏହା ଦ୍ବାରା ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଛି।…

ଅସନ୍ତୁଷ୍ଟ’ ଦେଉଛନ୍ତି ବିଜେପିକୁ ଟେନସନ

ଭୁବନେଶ୍ୱର: ବିରୋଧୀ ଦଳକୁ ଭାଙ୍ଗିବା କଳାରେ ପାରଙ୍ଗମ ବିଜେପି ଏବେ ନିଜ ଶାସିତ ବିଭିନ୍ନ ରାଜ୍ୟରେ ଜଟିଳ ପରିସ୍ଥିତିର ସାମନା କରୁଛି । ଦଳୀୟ ଅସନ୍ତୋଷର ସମ୍ମୁଖୀନ ହୋଇଛି ଦଳ । ଲୋକସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି…