Latest Odisha News
Browsing Category

ଓଡିଶା

Odisha

ରାଜ୍ୟରେ ଆଳୁ ସମସ୍ୟା ନେଇ ବ୍ୟବସାୟୀ ସଙ୍ଘ ମାନଙ୍କ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭଦ୍ରକ: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

ବିଭିନ୍ନ ଦାବି ନେଇ ପୁରୀ ବଡ଼ଦାଣ୍ଡ ଉଠାଦୋକାନୀ ବ୍ୟବସାୟ ସଂଘ ପକ୍ଷରୁ ବିଶାଳ ରାଲୀ

ପୁରୀ: ପୂରୀ ବଡ଼ଦାଣ୍ଡ ଉଠାଦୋକାନୀ ବ୍ୟବସାୟ ସଂଘ, ତରଫରୁ ଆଜି ଏକ ବଡ଼ ରାଲୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛି । ଏହି ରାଲି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଠାରୁ ବାହାରି ବଡ଼ଦାଣ୍ଡ, ସିଂହଦ୍ଵାର ହୋଇ, କଚେରୀ ରୋଡ଼ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହା ପରେ ନ୍ୟାର୍ଯ୍ୟ…

ଆସନ୍ତା ୭ରୁ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ l ପୁଣେ ଓ ଅହମ୍ମଦାବାଦରେ ହେବ ଏହି ସମ୍ମିଳନୀ l ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ l ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍…

ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ !

ଭୁବନେଶ୍ବର: ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା? ରିପିଟ୍ ହେବେ କି ମମତା ମହନ୍ତ ? କ’ଣ କହୁଛି ବିଜେପିର ରାଜ୍ୟସଭା ରଣନୀତି? ରାଜନୀତିରେ ଲମ୍ବା ଇନିଂସ ପାଇଁ କେଉଁ ଗୋଟି ଚଳାଇବେ ବିଜେପିର ଚାଣକ୍ୟ? କୁଡୁମୀ ନେତ୍ରୀ ମମତା ମହନ୍ତଙ୍କ ରାଜ୍ୟସଭା ୟୁଟର୍ଣ୍ଣ ପରେ ସରଗରମ ରାଜ୍ୟ ରାଜନୀତି ।…

ଅନଲାଇନ ଟ୍ରେଡିଙ୍ଗରେ କ୍ଷତି; ନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ: କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ ତା ପାଖରେ ତୁଷାରଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି । ଖବରପାଇ ଅଗ୍ନିଶମବାହିନୀ…

କେରଳ ଟ୍ରାଜେଡି: ଆଜି ଜନ୍ମମାଟିରେ ପହଂଚିବ ବିଷ୍ଣୁ ପ୍ରସାଦଙ୍କ ମରଶରୀର

ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l ବରିଷ୍ଠ…

କୋଟିପତି ସରକାରୀ ବାବୁ, ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା

ଭୁବନେଶ୍ବର: ଯେଉଁଠି ସରକାରୀ ଚାକିରିରୁ ମିଳୁଥିବା ଟଙ୍କାରେ କିଛି ସରକାରୀ କର୍ମଚାରୀଙ୍କ ଚଳିବା ମୁସକିଲ ହୋଇଛି ସେଠି କିନ୍ତୁ ଏଇ ବାବୁ ପ୍ଲଟ ଉପରେ ପ୍ଲଟ କିଣିଚାଲିଛନ୍ତି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦୬ଟି ପ୍ଲଟ ରହିଛି । ଏହା ସହିତ ଏକାଧିକ ଫ୍ଲାଟ ଓ ବିଭିନ୍ନ ସ୍ଥାନରେ ଘର…

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା…

ବରିଷ୍ଠ ସାମ୍ବାଦିକ ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର: ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି ଥିଲେ ପ୍ରଦୀପ ମହାପାତ୍ର। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ରାତ୍ର ୨.୧୦ ମିନିଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ…