Latest Odisha News
Browsing Category

ଓଡିଶା

Odisha

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି।…

ପୁଣି ସାଇବର ଠକେଇର ଶିକାର: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

ଅନୁଗୁଳ: ପୁଣି ସାଇବର ଠକେଇର ଶିକାର ହେଲେ ଜଣେ ବ୍ୟକ୍ତି । ଠକ ଲୁଟିନେଲେ ୫ଲକ୍ଷ ୨୭ହଜାର ୩୯୭ଟଙ୍କା । ଅନୁଗୁଳ ଗାନ୍ଧୀମାର୍ଗସ୍ଥିତ ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ହୋଇଛନ୍ତି ଠକାମୀର ଶିକାର । ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ…

ପଶ୍ଚିମବଙ୍ଗ ନୁହେଁ ବରଂ ଉତ୍ତରପ୍ରଦେଶରୁ ଓଡିଶାକୁ ଆସିଲା ଆଳୁ, ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ଓଡିଶାରେ ସମାଧାନ ହେବ ଆଳୁ ସଙ୍କଟ । ଆଳୁ ସଙ୍କଟର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥର ପଶ୍ଚିମବଙ୍ଗ ନହେଁ ବରଂ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବିଡିଓ

ଧର୍ମଗଡ଼: ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଗୋଲାମୁଣ୍ଡା ବିଡିଓ । ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ । ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ…

ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ରବି ନାରାୟଣଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ…

ପାରଳାଖେମୁଣ୍ଡି ହତ୍ୟା ମାମଲା; ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗଜପତି: ୨୦୦୯ରେ ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଦୀପ କୁମାର ସାମଲ । ଏହା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି…

ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା: ବିଜେଡି

ଭୁବନେଶ୍ୱର: ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ିରୁ ମମତା ମହନ୍ତ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ । ଦଳକୁ ସେ ଯେଭଳି ଧୋକା ଦେଲେ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ସରୋଜିନୀ…

ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ନେଲେ ସୌମ୍ୟ ରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଇସ୍ତଫା ଦେବାର ଦଶ ମାସ ପରେ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ରାଜନେତା ତଥା ଓଡିଶା ସାମ୍ବାଦିକ ଜଗତର ଜଣାଶୁଣା ଚେହେରା ସୌମ୍ୟ ରଂଜନ ପଟ୍ଟନାୟକ। ସୂଚନା ଅନୁଯାୟୀ, ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ…

ଖସୁଛି ହୀରାକୁଦ ଜଳସ୍ତର, ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି

ଭୁବନେଶ୍ଵର: ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି । ଆଗାମୀ ତିନି ଚାରି ଦିନ ଯାଏଁ ବି ବନ୍ୟା ଆଶଙ୍କା ନାହିଁ ତଥାପି ରାଜ୍ୟ ସରକାର ନଜର ରଖିଛନ୍ତି । ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି । ଏବେ ବୁଢାବଳଙ୍ଗର ଜଳସ୍ତର ୨.୧ ମିଟର ରହିଛି । ସେପଟେ ଜଳକା…

ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସଓଡିଏଲ୍ ସମ୍ମାନୀତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସଆର୍ ଆଣ୍ଡ  ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି । ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଏହି ପୁରଷ୍କାର ପ୍ରଦାନ କରାଯାଇଛି ।…