Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋ କାରକୁ ଅଟକାଇବା, ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି: ଅପରାଜିତା

ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି  ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅପରାଜିତା…

ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ

ଭୁବନେଶ୍ୱର: ଆସନ୍ତାମାସ ଜାନୁଆରୀରେ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଲ୍ଲେଖନୀୟ ଭିତ୍ତିଭୂମି ପ୍ରକଳ୍ପ ଏହି ଅଞ୍ଚଳରେ ପରିବର୍ତ୍ତନ ଆଣିବ, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶାର ଦୁର୍ଗମ ଜିଲ୍ଲାକୁ ଦେଶର…

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ ମିଶନ ଶକ୍ତି ବିଭାଗ ୧୫…

ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପୁରୀ : ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  । ଏଥିଲାଗି ଆଜିଠାରୁ ଆରମ୍ଭ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ  । ଭାରତବର୍ଷର ବିଭିନ୍ନ ମନ୍ଦିର , ୪ ଧାମ ଏବଂ ୧୨ଟି ଜ୍ୟୋର୍ତିଲିଙ୍ଗ , ଦାରୁ ଆସିଥିବା ବିଭିନ୍ନ ସ୍ଥାନ କୁ ଯାତ୍ରା କରିବେ…

ବିଜେଡି @ ୨୭: ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି  । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ  । ସବୁ ପ୍ରସ୍ତୁତି ପ୍ରାୟ ସରିଛି  । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ୧୯୯୭ ଡିସେମ୍ବର…

ଖ୍ରୀଷ୍ଟମାସରେ ନନ୍ଦନକାନନରେ ଲାଗିଲା ପ୍ରବଳ ଗହଳି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖ୍ରୀଷ୍ଟମାସ ଦିନ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନବନିର୍ମିତ ରୋପୱେ ଏକ ପ୍ରମୁଖ ଆକର୍ଷଣ ଥିଲା, ମନୋରମ କାଞ୍ଜିଆ ହ୍ରଦର ପକ୍ଷୀଙ୍କୁ ଦେଖିବାକୁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ରୋପୱେ ବ୍ୟତୀତ ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁ…

ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜେଡି, ସେବା ଓ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶପଥ ନେବ ଦଳ

ଭୁବନେଶ୍ବର: ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ବିଜେଡି ତାର ୨୭ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପି ପାଳନ କରିବାକୁ ବଡ଼ ଯୋଜନା କରିଛି । ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହିତ କଟକ ଆନନ୍ଦ…

ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଅସହିଷ୍ଣୁ ଓ ଭୟଭୀତ ହୋଇପଡିଛି ଶାସକ ବିଜେଡି । ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା…

ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚି ନାରାୟଣ ନାୟକ । ସେ ଏକାଧିକ ଓଡ଼ିଆ ଧାରାବାହିକ, େଓବ୍ ସିରିଜ୍‌ରେ ଅଭିନୟ…

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ଼ର: ଆଉ କିଛି ଦିନର ଅପେକ୍ଷା । ଆଉ ତାପରେ ଜମିବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏନେଇ ଗତ ୨୨ ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ, ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ସମଲେଶ୍ଵରୀ ମନ୍ଦିର ଠାରେ…