Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୫୦ କୋଟି ଜବତ ପରେ ହାଓ୍ୱାଲା ଅପରେଟର ଓ ସେଲ୍ କମ୍ପାନୀ ଉପରେ ଆଖି, ତଦନ୍ତ କରିପାରେ ଇଡି

ଭୁବନେଶ୍ୱର: କଂଗ୍ରେସ ସାଂସଦଙ୍କ ପରିବାର ମାଲିକାନାରେ ଥିବା ଏକ ଡିଷ୍ଟିଲରି ଗ୍ରୁପ୍ରୁ ଆୟକର ବିଭାଗର ଅଭୂତପୂର୍ବ ୩୫୦ କୋଟି ଟଙ୍କା ଜବତ ହେବା ପରେ ସମ୍ଭାବ୍ୟ ହାଓ୍ୱାଲା ଅପରେସନ୍ ଏବଂ ବେଆଇନ ଅର୍ଥ କାରବାର ପାଇଁ ନକଲି କମ୍ପାନୀର ବ୍ୟବହାରକୁ ସୁଚାଉଛି। ଯାହାର ତଦନ୍ତ ଇଡି କରିପାରେ ବୋଲି…

ସମ୍ବଲପୁର ସ୍ଥିତ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ, ଆସିବେ ମୋଦୀ!

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍-ଏସ୍)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଆଇଏମ୍-ଏସ୍ ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ପ୍ରଧାନମନ୍ତ୍ରୀଙ୍କ…

ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ ଅବଧି, ଜାଣନ୍ତୁ କେବେଯାଏଁ କରିବ ଚଳାଚଳ

ଭୁବନେଶ୍ଵର: ସର୍ବସାଧାରଣଙ୍କ ପାଇଁ ଖୁସି ଖବର । ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନର ଅବଧି । ଜନସାଧାରଣଙ୍କ ଯାତ୍ରାପାଇଁ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀଙ୍କ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳ ବିଭାଗ ଏହି ନିଷ୍ପତି…

ବୋରୱେଲ ଭିତରେ ପଡିଗଲା ନବଜାତ ଶିଶୁ: ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ସମ୍ବଲପୁର: ପୁଣି ବୋରୱେଲ ଗାତରେ ପଡିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଅଞ୍ଚଳରେ ଘଟିଛି ଏପରି ଘଟଣା ।  ବୋର୍‌ୱେଲ ଭିତରେ ପଡ଼ିଛି ନବଜାତ ଶିଶୁ । କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ…

ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ

ଭୁବନେଶ୍ବର: ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ ।  ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅନ୍ତେବାସୀଙ୍କୁ ଶୀତ ସମୟରେ ଅଧିକ ଆରାମଦାୟକ ରହଣି ପାଇଁ ରାଜ୍ୟର ୫ ଲକ୍ଷରୁ ଅଧିକ…

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟ୍ ରୁ ଲୁଟ୍, ତଦନ୍ତ ଜାରି

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଏବେ କିଛି ଦିନ ହେବ ଲୁଟେରାଙ୍କ ଟାର୍ଗେଟରେ ରହିଛି ଭୁବନେଶ୍ବରର ବଡ ବଡ ଆପାର୍ଟମେଣ୍ଟ । ଲୋକେ ପୂର୍ବରୁ ଆପାର୍ଟମେଣ୍ଟରେ ରହିବାକୁ ଅତି ସୁରକ୍ଷିତ ମନେ କରୁଥିବାବେଳେ, ଏବେ କିନ୍ତୁ ଏହାକୁ ଅସୁରକ୍ଷିତ ମନେ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ; ୧୨ ବାଇକ ଜବତ, ଜଣେ ଗିରଫ

ସୋନପୁର: ସୋନପୁରରେ ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ । ଘଟଣାରେ ଜଣେ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋର ଜଣକ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀ । ଚୋର ନିକଟରୁ ୧୨ ଟି ଚୋରି ବାଇକ୍ ଜବତ କରିବାକୁ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି…

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ…

ଜେଲରୁ ବାହାରିବା ପରେ ଅର୍ଚ୍ଚନାଙ୍କ ଦମ୍ଭୋକ୍ତି: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସମସ୍ତଙ୍କର ପୋଲ୍ କୋର୍ଟରେ…

ଭୁବନେଶ୍ୱର: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । ମୁଁ ସମସ୍ତଙ୍କର ପୋଲ ଖୋଲିବି । ସବୁ କଥା କହିବି । ସବୁ ତଥ୍ୟ ପ୍ରମାଣ ଦେବି । ହେଲେ କୋର୍ଟଙ୍କ ପାଖରେ । ଜେଲରୁ ବାହାରିବା ପରେ ଆଜି ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ହନିଟ୍ରାପ ଏବଂ…

ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ; ଆସନ୍ତା ୧୫ ଯାଏଁ ରହିବ ଶୀତର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଫଳରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଅନେକ ଦିନ ହେବ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ, ଏଯାଏଁ ଟିକିଏ ହେଲେ ଶୀତ ଅନୁଭୂତ ହୋଇନଥିଲା । ହେଲେ ଗତ ଦୁଇ ରୁ ତିନି ଦିନ ହେବ ହଠାତ୍ ଶୀତ ଅନୁଭୂତ…