Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଦ ଦୁର୍ନୀତି ଏବଂ ବିପୁଳ ଗଛିତ କଳା ଟଙ୍କା ବିରୋଧରେ ତଦନ୍ତ ଦାବି କଲା ନୂଆପଡା ବିଜେପି

ନୂଆପଡା: ରାଜ୍ୟରେ ମଦ ଦୁର୍ନୀତି ଏବଂ ବିପୁଳ ଗଛିତ କଳା ଟଙ୍କା ବିରୋଧରେ ଗର୍ଜିଲା ନୂଆପଡା ଜିଲ୍ଲା ବିଜେପି l ସାହୁ ବ୍ରଦର୍ସ ଙ୍କ ରାଜୁତି ରେ ଉପାନ୍ତ ନୂଆପଡା ଜିଲ୍ଲାରେ ଗଦା ଗଦା ମଦ ଭାଟି l ଏନେଇ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିବା ସହ ନାରାବାଜି…

ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି ।  ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ  ।ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି…

ମହୁମାଛି ଆକ୍ରମଣରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କାଦୁଆ ଗାଁର ଝୁମର ସେଠୀ ଏବଂ ମାୟାଧର ଦେହୁରୀ । ସୂଚନା ମୁତାବକ, ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ…

ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ

ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସଫେଇ କର୍ମଚାରୀମାନେ ଏମ୍ସ ନିର୍ଦ୍ଦେଶକଙ୍କ…

ସାବଧାନ୍ ! ବୁଲୁଛନ୍ତି ଜିନ୍ସ , ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ  । ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ…

ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । ସୂଚନା ମୁତାବକ,…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…

ଆନ୍ଧ୍ରପ୍ରଦେଶରୁ ଫେରିବା ବାଟରେ ଦୁଇ ନାବାଳକଙ୍କ ମୃତ୍ୟୁ, ମାକପଦରେ ଶୋକର ଛାୟା

ରାୟଗଡା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସି-ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟରୁ କାମ ସାରି ଘରକୁ ଫେରିବା ବେଳେ ଦୁଇ ନାବାଳକ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ୱର ମାଝୀଙ୍କ ମୃତ୍ୟୁ ପରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାକପଦର ଗାଁରେ ଶୋକର ଛାୟା ଖେଳିଯାଇଛି। ଦୁଇ ଭାଇ ଫେରିବା ବାଟରେ ଏହି…

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ୩୫୩.୫ କୋଟି ଟଙ୍କା ଜବତ କଲା ଆୟକର ଟିମ୍

ବଲାଙ୍ଗୀର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଓ ତାଙ୍କ ପରିବାର ନିକଟରୁ ୩୫୩.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ୫୦ ବ୍ୟାଙ୍କ ଅଧିକାରୀ ଏବଂ ୪୦ ନୋଟ୍ ଗଣତି ମେସିନ୍ ଦ୍ୱାରା ପାଞ୍ଚ ଦିନ ଧରି କରାଯାଇଥିବା ଏହି ଅଭୂତପୂର୍ବ କାରବାର ଭାରତର କୌଣସି ଅନୁସନ୍ଧାନକାରୀ ସଂସ୍ଥା…

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି, ପ୍ରଜ୍ବଳିତ ହେବ ୧ ଲକ୍ଷ ଦୀପ

ପୁରୀ: ଆସନ୍ତାକାଲି (ମଙ୍ଗଳବାର) ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ପବିତ୍ର ଦେବ…