Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଢୁଆଁ ହେବେ ମହାପ୍ରଭୁ, ନିଆଳୀ ମାଧବ ମନ୍ଦିରରୁ ଆସିଲା ପ୍ରଥମାଷ୍ଟମୀ ଭାର

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ଉତ୍କଳୀୟ ଇତିହାସରେ ପ୍ରଥମାଷ୍ଟମୀର ଏକ ସ୍ୱତନ୍ତ୍ରତା ଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର l ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ…

କାର ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସହରର ମହାନଦୀ ନିକଟ ରିଙ୍ଗ୍ ରୋଡ୍ ରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ର ମୃତ୍ୟୁ ହୋଇଛି । ମୃତ୍ୟୁକ ଜଣକ ସୋନପୁର ସହର ନୂଆ ମାଲୀପଡା ରେ ରହୁଥିବା ସନ୍ତୋଷ କୁମାର ଗୁରୁ ବୋଲି ସୂଚନା…

ଜାନୁଆରୀ ୧୭ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ୧୫ ତାରିଖ ସକାଳ ୭ ଟା ୩୦ରେ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ । ସେଥିପାଇଁ କେଉଁ ଜାଗାରେ…

ଫୋକସରେ ଆଦିବାସୀ ଭୋଟର: ଛତିଶଗଡ ଫର୍ମୁଲା ଓଡ଼ିଶାରେ ଲାଗୁ କରିବ ବିଜେପି?

ଭୁବନେଶ୍ୱର: ଛତିଶଗଡରେ ବିଜେପିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। କ୍ଷମତାକୁ ଫେରିବାକୁ ନା ଥିଲା ସେଭଳି ନାରା ନା ଦଳୀୟ କର୍ମୀଙ୍କ ମୁହଁରେ ଥିଲା 'ଅବ କି ବାର ବିଜେପି ସରକାରର' ନାରା କିନ୍ତୁ ଯେଉଁଭଳି ଭାବେ ବିଜେପି କମ୍ ବ୍ୟାକ କଲା ତାହା ଅନେକଙ୍କୁ ଚମକାଇ ଦେଇଛି। ଆଉ ବିଜେପିର ଏହି…

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ ହତ୍ୟା କଲା ପିଶାଚ ଭାଇ

କନ୍ଧମାଳ: ରକ୍ତ ସମ୍ପର୍କ ଭାଇ ସାଜିଲା ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଲା କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ ପରେ ହତ୍ଯା କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପଦ ଥନା ଅଞ୍ଚଳରେ । ଗିରଫ ହେବା ପରେ…

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ…

ହନିଟ୍ରାପ୍‌ ମାମଲା: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ,  କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।…

ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା: ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଥିବା ଏକ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖଡ଼ିଆଳ ମିଶନ ନିକଟରେ ଥିବା…

ଆଗ୍ରେସିଭ ମୁଡରେ ଲଢିବୁ, ଲଢେଇ ଜୋରଦାର ହେବ-ମନମୋହନ ସାମଲ

ଭୁବନେଶ୍ବର: ଦେଶର ବିକାଶ ଆଗେଇବ । ସେ ବିକାଶ ସହିତ ଓଡ଼ିଶା ପାଦ ମିଳାଇ ଚାଲିବ । ଓଡିଶା ରାଜନୀତିରେ ୟୁ ଟର୍ଣ୍ଣ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଯେପରି ଅକୁଣ୍ଠ ଚିତ୍ତରେ ଭୋଟ ଦେଇ ବିଜେପିକୁ ଦେଲେ ଓଡ଼ିଶାରେ ମଧ୍ୟ ସେମିତି ହେବ । ବିଜେଡି ଯେତେ କହିଲେ ବି ଆଗାମୀ…