Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪…

ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ

ବ୍ରହ୍ମପୁର: ଗଞ୍ଜାମରେ ଶୁକ୍ରବାର ଦିନ ଏକ ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପର୍ଯ୍ୟଟକମାନେ ଏକ ମିନି ବସ୍‌ ଯୋଗେ ବ୍ରହ୍ମପୁର ବୁଲି ଆସିଥିଲେ। ସେମାନେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ପରେ…

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

ଥାନାରେ ଏତଲା, ଫସିଯିବେ କି ପ୍ରଣବ ପ୍ରକାଶ ଦାସ !

ଭୁବନେଶ୍ବର: ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ଭୁବନେଶ୍ବର କ୍ୟାପିଟାଲ୍ ଥାନାରେ ବବିଙ୍କ ନାଁରେ ଏତଲା ଦେଇଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି । ସ୍ବତନ୍ତ୍ର କମିଟି ଗଠନ କରି ବବିଙ୍କ ସରକାରୀ କ୍ବାର୍ଟର୍ସ ପରିସରରେ ବେଆଇନ୍ ନିର୍ମାଣର…

ଅତ୍ୟାଧୁନିକ ପ୍ରସାରଣ ଉପକରଣ ସହ ଦୂରଦର୍ଶନରେ ହେବ ଘୋଷଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ବର: ଚଳିତ ଜୁଲାଇ ୭ ତାରିଖରେ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଦୂରଦର୍ଶନ ଘୋଷଯାତ୍ରାର ସିଧାପ୍ରସାରଣ କରିବାର ବ୍ୟବସ୍ଥା କରିଛି। ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା…

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁ ନିକଟରେ ଅଘଟଣ। ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଇଂଜେକସନ୍ ଦେଲେ ଦୁର୍ବୃତ୍ତ। ୧୦ମ ଶ୍ରେଣୀ ଛାତ୍ରଙ୍କୁ ଇଂଜେକସନ୍ ଫୋଡ଼ି ଦେଲେ ୫ ଦୁର୍ବୃତ୍ତ। ଚେତାଶୂନ୍ୟ ଅବସ୍ଥାରେ ଛାତ୍ରଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି। ୫ ଯୁବକଙ୍କ…

ଓଡ଼ିଆରେ ଶାସନ କେତେ ଆହ୍ୱାନ? ଏବେ ବି ବଜାର ଘାଟରେ ରହିଛି ଇଂରାଜୀର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହିପରି ଏକ ବାର୍ତ୍ତା ଦେଇଛି। କିନ୍ତୁ ନିଜ ପ୍ରକୋଷ୍ଠରେ ପ୍ରବେଶ କରିବା ପରେ ସରକାରର ସମସ୍ତ ନଥିପତ୍ର ଓଡ଼ିଆରେ ହେବ ଏବଂ ଓଡିଆରେ ସରକାରୀ କାମ ହେବ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା କେତେ…

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି…

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗରେ ଏତଲା ଦାୟର କରାଯାଇଛି। ସ୍ବତନ୍ତ୍ର କମିଟି ଗଢ଼ି ଏହାର…

ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା…