Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା: ଦୀପାବଳୀରେ ଅଘଟଣ । ବାରିପଦା କାଳୀମନ୍ଦିର ସାହିରେ ଥିବା ସ୍ଵର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ଏଯାଏଁ କୌଣସି ମୃତାହତର ମିଳିନି ଖବର । ନିଆଁର ପ୍ରକୋପ ଏତେ ଥିଲା ଯେ,…

ଖୋର୍ଦ୍ଧାରେ ହାତୀ ଆତଙ୍କ, ଭୟଭୀତ ଲୋକେ

ଖୋର୍ଦ୍ଧା: ଥମୁନି ହାତୀ ଆତଙ୍କ । ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡ଼ିକାଲ ଅଞ୍ଚଳରେ ହାତୀ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ସୂଚନା ଅନୁସାରେ, ଏହି ହାତୀ ଟି ୫୭ ନମ୍ବର…

ଅନୁଗୁଳରେ ନବଜାତ ଶିଶୁ କନ୍ୟାକୁ ଖାଇଗଲା କୁକୁର

ଅନୁଗୁଳ: ପୁଣି ବୁଲାକୁକୁରଙ୍କ ଶିକାର ହେଲା ନବଜାତ ଶିଶୁ । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଶିଶୁ କନ୍ୟା ଟି ର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅଞ୍ଚଳରେ ।…

ବାଲି ବୋଝେଇ ହାଇଓ୍ୱା ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବଲାଙ୍ଗୀର: ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଘଟଣ । ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ପରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ ।…

ଆସ ବୁଲିଯିବା ଓଡିଶା: ପ୍ରକୃତି ରାଣୀର ସୁନ୍ଦରତାର କାହାଣୀ କୁହେ ଅପାସୋରା ପତୋରା ଡ୍ୟାମ୍

ନୂଆପଡା:  ଆସିଛି ପିକନିକ ଋତୁ , ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ଲୋକଙ୍କ ଭିଡ଼ ଜମୁଛି ।ପ୍ରାକୃତିକ ସୋନ୍ଦର୍ଯ୍ୟ ର ଭରପୁର ର ମଜା ନେବା ସହ ବଣଭୋଜି ର ଆନନ୍ଦ ଉଠାଉ ଛନ୍ତି ପର୍ଯ୍ୟଟକ ।ଅପୂର୍ବ ଆମ ଓଡ଼ିଶା । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ…

ତମାଣ୍ଡୋର ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ଯାତ୍ରୀବାହୀ ବସ

ଭୁବନେଶ୍ବର: ଦୀପାବଳୀ ସମୟରେ ରାଜଧାନୀରେ ଅଘଟଣ । ଏହି ସମୟରେ ରାଜଧାନୀକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଆଜି ଏକ ଅଘଟଣ ଘଟିଛି ।  ତମାଣ୍ଡୋର ଏକ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି ୪ଟି…

ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।  ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୂଜକଙ୍କ…

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା; ୮ ଆହତ, ୨ ଗୁରୁତର

ନୟାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ବୋମାମାଡ । ବୋମା ମାଡ଼ରେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗାଁରେ । ଘଟଣାସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି…

ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧା ମୃତ

ଅନୁଗୁଳ: ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଲକ୍ଷ୍ମୀଧରପୁର ଗ୍ରାମର ସ୍ବର୍ଗତ ଶ୍ରୀକର ନାଏକଙ୍କ ପତ୍ନୀ କୁନ୍ତଳା ନାୟକ (୭୦) । ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ରେଳବାଇ ପୋଲିସର…