Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୋଇକରଣ ହେବ ଭୁବନେଶ୍ବର ସମେତ ୧୧ଟି ବିମାନ ବନ୍ଦର

ଭୁବନେଶ୍ୱର: ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇକରଣ କରାଯିବ । ସେଥିମଧ୍ୟରେ ରହିଛି ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ,…

ସୁଧୁରୁଛି ଜଗାର ସ୍ବାସ୍ଥ୍ୟାବସ୍ଥା, ସ୍କୁଲ ଯିବାନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଜଗା ଏବେ ୧୦ ବର୍ଷ ରେ ପାଦ ଦେଇଥିବାବେଳେ ତା'ର ପାଠପଢାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ…

ଘରୋଇ କଳିର କରୁଣ ପରିଣତି; ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ସମ୍ବଲପୁର: ପୁଅ ସାଜିଲା ନୃଶଂସ । ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ପ୍ରସାଦ ବାଗ । ପୁଅ ଧିରେନ ବାଗକୁ ଅଟକ ରିଖି ପଚରାଉଚରା କରୁଛି ପୋଲିସ । ଖବର ମୁତାବକ,…

ଭଲିବଲ୍ କୋର୍ଟର ଚକ୍ ଦେ ଗାର୍ଲ…ଦିୟା ମଜୁମଦାର

ଭୁବନେଶ୍ବର: ବାରଣ ଥିଲା, କଟାକ୍ଷ ଥିଲା, ଅନୁମତି ନଥିଲା। ଝିଅ ହାଫପ୍ୟାଣ୍ଟ ପିନ୍ଧି ଭଲିବଲ୍ ଖେଳିବ, ଏକଥାକୁ ସହଜରେ ଗ୍ରହଣ କରୁନଥିଲେ ପରିବାର । ସାମାଜିକ ଅନ୍ଧବିଶ୍ବାସର ଶିକୁଳି ଫିଟାଇ ସଂଘର୍ଷର କୋର୍ଟରେ ସଫଳତାର ଗୋଲର ନାଁ ଦିୟା ମଜୁମଦାର। ଦିୟା ପଶ୍ଚିମବଙ୍ଗର ଝିଅ। ଜଗତସିଂହପୁରର…

ପିସିସି ସଭାପତିଙ୍କ ଇସ୍ତଫା ଦାବି; ପ୍ରତିକ୍ରିୟା ଦେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି । ସେ…

ରଘୁନନ୍ଦନ ଦାସଙ୍କ ବିରୋଧରେ ଆକ୍ସନ୍ କେବେ?

ଭୁବନେଶ୍ବର : ବିଜେଡି ସରକାରରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ମନା ଥିଲା। ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ…

ପୁରୀ ବାଣ ଟ୍ରାଜେଡି, ଓଡ଼ିଶା ମାନବାଧିକାର କମିଶନର ତଦନ୍ତ ଆରମ୍ଭ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଘଟଣା ସ୍ଥଳୀକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ପୋଲିସ ସହ ମଧ୍ୟ ଆଲୋଚନା କରାଯାଇଛି । ସେପଟେ…

ବର୍ଷା ଦିନେ ରାଜଧାନୀର ନଗ୍ନ ଚିତ୍ର, କିଛି ଏମିତି କହିଲା ବିଏମସି……

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ରାଜଧାନୀ ଭୁବନେଶ୍ବର । ଜଳ ନିଷ୍କାସନ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବର୍ଷା ଦିନ ଆସିଲେ ପୁଣି ସେହି ପୁରୁଣା ସ୍ଥିତି । ପାଣିରେ ଉବୁଟୁବୁ ହେଉଛି ରାଜଧାନୀର ପ୍ରମୁଖ ଅଞ୍ଚଳ । ଭୁବନେଶ୍ୱରର ପ୍ରାୟ ୧୨ଟି…

ଅଜଣା ରୋଗ ଆତଙ୍କ: ପୁଣି ୨ ଜଣଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: ଅଜଣା ରୋଗ ଆତଙ୍କ। ପୁଣି ଲକ୍ଷ୍ମୀପୁରରେ ଅଜଣା ରୋଗରେ ୨ ଛୁଆଙ୍କ ମୃତ୍ୟୁ। ନାରାୟଣପାଟଣା ଅଞ୍ଚଳର ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଲିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାରାୟଣପାଟଣା ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଏମକେଶିଜିରେ ମୃତ…

ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରୁ ଧରାପଡିଲେ ଜଣେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗିରଫ ନକଲି ଡାକ୍ତର ଜଣଙ୍କ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ । କିଛି ଦିନ ପୂର୍ବରୁ ସେହି ଡାକ୍ତରଖାନାରୁ ନକଲି ନର୍ସ ଓ ନକଲି…