Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁଲାଇ ୧ରୁ ଜନଶୁଣାଣି ଆରମ୍ଭ, ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ ହେବ ଅଭିଯୋଗ

ଭୁବନେଶ୍ୱର: ଜୁଲାଇ ୧ରୁ ଆରମ୍ଭ ହେବ ସାଧାରଣ ଅଭିଯୋଗ ଶୁଣାଣି। ଜୁଲାଇ ପହିଲା ଅର୍ଥାତ୍ ସୋମବାର ଠାରୁ ପୁଣି ଥରେ ସାଧାରଣ ଅଭିଯୋଗ ଶୁଣାଣି କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ଜୁଲାଇ ୧ ତାରିଖରୁ…

ଲକ୍ଷ୍ମୀ ବସ ସେବାର ଭବିଷ୍ଯତ କ’ଣ? ବିଭାଗୀୟ ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପକେଟକୁ ସୁହାଇଲା ଭଳି ଭଡା ଦେଇ ଜଣେ ଗାଁରୁ ଆସିପାରିବ ସହର। ନବୀନ ସରକାର ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଏକ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ମୀ ଯୋଜନା ନାଁରେ ପରିଚିତ ଏହି ଯୋଜନାର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା। ଲକ୍ଷ୍ମୀ ଯୋଜନା ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ…

ଅଣ୍ଡା ଦେଇ ପାରି କଷ୍ଟ ପାଉଥିଲା ନାଗ, ଓୟୁଏଟିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ହେଲା ସୁସ୍ଥ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ଵରରେ ପୁନାମା ଗେଟ୍ ଅଞ୍ଚଳରେ ଏକ ଜଳଖିଆ ଦୋକାନରେ ପଶି ଯାଇଥିଲା ନାଗ ସାପ । ଦୋକାନୀ ସାପଟିକୁ ବାହାର କରି ନପାରି ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଡାକିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର…

ୟେମେନରେ ଫସିଛନ୍ତି ଓଡିଆ ପୁଅ ସାର୍ଥକ ନାୟକ

ଭୁବନେଶ୍ବର: ଚାରିମାସ ହେଲା ୟେମେନରେ ଫସିଛି ପୁଅ । ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କୁ ଗୁହାରି କରିଛନ୍ତି ବାପା ବିଦ୍ୟାଧର ନାୟକ। ଭାରତୀୟ ନାବିକ ତଥା ସେକେଣ୍ଡ ଅଫିସର ସାର୍ଥକ ନାୟକ ଗତ ଚାରି ମାସ ହେଲା ଲୋହିତ ସାଗରରେ ୟେମେନର ରାସ ଇସା ବନ୍ଦରରେ ଅକୋୟା ଗ୍ୟାସ ନାମକ ଜାହାଜରେ ଫସି…

‘ଲୋକଙ୍କ ସରକାର’ରେ ବଦଳିନି ପୋଲିସର ମାନସିକତା, ଚାନ୍ଦବାଲି ଘଟଣାରେ କାହିଁକି ଚୁପ୍?

ଭୁବନେଶ୍ୱର: ଭଦ୍ରକ ଚାନ୍ଦବାଲି ଥାନା ପରିସରରେ ମହିଳା ଏବଂ ତାଙ୍କ ନାବାଳିକାକୁ ପୋଲିସ ଯେଉଁଭଳି ଭାବେ ମାଡ଼ ମାରିବା ସହ ନିର୍ଯାତନା ଦେଇଛି ତାହା ଏବେ ପୋଲିସର ଦାଦାଗିରିକୁ ଦର୍ଶାଇଛି। ନିଜେ ବିଧାୟକ ଥିବା ବେଳେ ମୋହନ ମାଝୀ ମଧ୍ୟ ପୋଲିସର ଏଭଳି ବ୍ୟବହାରର ଶିକାର ହୋଇଥିଲେ। ତେଣୁ…

ବର୍ଷାରେ ବେହାଲ ରାଜଧାନୀ: ସମସ୍ୟାର ସମାଧାନ ନୂଆ ସରକାର ପାଇଁ ବଡ଼ ଆହ୍ବାନ୍

ଭୁବନେଶ୍ୱର: ରାଜଧାନୀରେ କେଇ ଘଣ୍ଟା ବର୍ଷା ହେଲା ମାତ୍ରେ ସ୍ଥିତି ଏପରି ହେଉଛି ଯେ ଯେପରି ଉଛୁଳା ବର୍ଷା ପାଣିରେ ଭାସିବା ସ୍ଥିତିକୁ ଆସି ଯାଉଛି ରାଜଧାନୀ। ସଠିକ୍ ଢଙ୍ଗରେ ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଏପରି ଏକ ସମସ୍ୟା ଦୀର୍ଘ ବର୍ଷ ହେବ ରାଜଧାନୀରେ ଦେଖିବାକୁ ମିଳୁଛି। ଏହି…

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟଣା । ଗଭୀର ଦୁଃଖ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା…

ଏମପିଲାଡସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ

ସମ୍ବଲପୁର: ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏ ନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର…

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୧୪ କେଜି ଗଞ୍ଜେଇ ଜବତ

ବରଗଡ: ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ । ଗିରଫ ଯୁବକ ମାନେ ହେଲେ ଝାରଖଣ୍ଡ ଅଞ୍ଚଳର ପ୍ରଦୀପ ମୁଣ୍ଡା ଏବଂ ଧର୍ମୁ ମୁଣ୍ଡା । ଖବର ମୁତାବକ, ଆଜି ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବରପାଇ ବରଗଡ଼ ଟାଉନ ଥାନା…

ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୩ ଜଣଙ୍କ ଜୀବନ

ବରଗଡ: ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ୨ ଜଣ ଗୁରୁତର। ଗୁରୁତର ୨ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମରେ । ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ୫ ଜଣ ବ୍ୟକ୍ତି ଏକ ବରଗଛ ତଳେ ଠିଆ ହୋଇଥିଲେ ।…