Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର…

ଖୁବ୍ ଶିଘ୍ର ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟ, ସକାଳୁ ସକାଳୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଶ୍ରୀ ପାଣ୍ଡିଆନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ସକାଳୁ ସକାଳୁ ସମ୍ବଲପୁର ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇବାକୁ ନିର୍ଦ୍ଦେଶ…

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜ ଅଧ୍ୟକ୍ଷ: ୬ଟି ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗିର:ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଆଜି ଚଢାଉ କରିଛି । ସୁଦର୍ଶନ…

“ଜଳ ଦୀପାବଳି” ଅଭିଯାନର ପ୍ରଥମ ଦିନରେ ଯୋଗ ଦେଲେ ୪୧୦୦ରୁ ଅଧିକ ମହିଳା

ଭୁବନେଶ୍ଵର: ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଏବଂ ଓଡିଶା ସହରାଞ୍ଚଳ ଏକାଡେମିର ମିଳିତ ସହଯୋଗରେ 'ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ'ର ଉଦଘାଟନ ହୋଇଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅମୃତ ଅଧୀନରେ ଏହି ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଗ୍ରହଣ…

ନୟାଗଡରେ ଲଜ୍ଜାଜନକ ଘଟଣା: ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ଼

ନୟାଗଡ:ନୟାଗଡରେ ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳା…

ସରକାର ଦାବି ନ ଶୁଣିଲେ ଡିସେମ୍ବର ୧ରୁ ଗଡିବନି ଘରୋଇ ବସ

ଭୁବନେଶ୍ୱର: ସରକାର ଯଦି ଦାବି ନ ଶୁଣନ୍ତି ପୁଣି ହୋଇପାରେ ଘରୋଇ ବସ୍ ଧର୍ମଘଟ । ଘରୋଇ ବସମାଲିକଙ୍କ ଦାବି ନ ମାନିଲେ ଡିସେମ୍ବେର ୧ରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଚେତାବନୀ ଦେଇଛି ଘରୋଇ ବସ ମାଲିକ ସଂଘ । ମାଲିକ ସଂଘର ବୈଠକରେ  ଏପରି ନିଷ୍ପତ୍ତି ନିଆ ଯାଇଛି। ସଂଘର ସାଧାରଣ…

ଅଫେରା ରାଇଜରେ ମହେଶ୍ୱର, ଝୁରୁଛି ପୋଷା କୁକୁର

ପୁରୀ: ଆରପାରିରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ବର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ହଜାର ହଜାର ସ୍ଥାନୀୟ ଜନତା, କର୍ମୀ ଓ ରାଜନେତା, ତାଙ୍କ ବାସଭବନ, ପୁରୀ ପାର୍ଟି ଅଫିସ ଓ ସ୍ୱର୍ଗଦ୍ବାରରେ ତାଙ୍କର ଶେଷ ଦର୍ଶନ…

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତ୍ତା । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର…

ଏକ୍ସପାଏରୀ ଜିନିଷ ବିକି ଏଗାର ଲକ୍ଷ ଜୋରିମାନା ଦେବ ବିଶାଲ ମେଗାମାର୍ଟ

କଟକ: ଭୁବନେଶ୍ୱର ରସୁଲଗଡ଼ ଓ କଟକ ବିଡାନାସୀ ସେକ୍ଟର-୧୦ରେ ଥିବା ବିଶାଳ ମେଗା ମାର୍ଟର ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ କଟକ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ ଏହି ଜରିମାନା…

ସମ୍ବଲପୁରରେ ମେମୁ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସାରଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରେନଟି ଏକ ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା 25 ମିନିଟ୍…