Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଣିପାଲ ହସ୍ପିଟାଲରେ ସାତ ଦିନ ଶିଶୁର ବିରଳ ହୃଦ୍ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍‌ରେ ସାତ ଦିନର ଶିଶୁର ଏକ ବିରଳ ଓ ଜଟିଳ ହୃଦରୋଗ ଜନିତ ଚିକିତ୍ସା ସଫଳତାର ସହ ସମ୍ପନ୍ନ ହୋଇଛି । ମଣିପାଲ୍ ହସ୍ପିଟାଲରେ ବିରଳ ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ (HRHS)ର ପୀଡ଼ିତ ସାତ ଦିନର ଶିଶୁର ସଫଳତାର ସହିତ ଚିକିତ୍ସା କରିଛି। ଯାହା ଏକ…

ଆଜି ଦିଲ୍ଲୀ ଯିବେ ମୋହନ ମାଝୀ, ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ୨ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମୁଖ୍ୟମନ୍ତ୍ରୀ…

ରଥଯାତ୍ରାକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁଲାଇ ୬ରୁ ୯ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ବ୍ୟତିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ…

ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସୁଛି ବର୍ଷା । ଏବେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୁବଶୀଘ୍ର ପାଗରେ ହେବାକୁ ଯାଉଛି ଏକ ପରିବର୍ତ୍ତନ । ତେବେ ଆଜିଠୁ ବଢିପାରେ ବର୍ଷା। ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର…

ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ହେବେ ନିଯୁକ୍ତି

ଭୁବନେଶ୍ୱର: ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ। ଏବେଠାରୁ ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିପାଇଁ ସ୍କୁଲରେ ନିଯୁକ୍ତ ହେବେ ଅତିଥି ଶିକ୍ଷକ। ଏଥିଲାଗି ୪ ହଜାରରୁ ଉର୍ଦ୍ଧ୍ବ…

ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନଶୁଣାଣି ସମୟରେ କଟକ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କରିଛନ୍ତି। ବିଦ୍ୟାଳୟର ଶିକ୍ଷକମାନେ ଜନଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଏପର୍ଯ୍ୟନ୍ତ ପ୍ରଧାନଶିକ୍ଷୟିତ୍ରୀ ପଦରେ କେହି ନିଯୁକ୍ତି…

ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ମଙ୍ଗରାଜପୁର ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ୧୪ ବର୍ଷୀୟ ଡିଡୁନ ସେନାପତି । ସେ ନବମ ଶ୍ରେଣୀରେ ପଢୁଥିଲେ । ଖବର ମୁତାବକ, ଆଜି ଅପରାହ୍ନ ସମୟରେ ଛାତ୍ର ଜଣକ ସ୍କୁଲରୁ ଫେରୁଥିଲେ । ଏହି…

ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍

ଭୁବନେଶ୍ଵର: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାବେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍…

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ, ଏବେ କେବଳ ରାତିରେ କଟକଣା

ବାଲେଶ୍ଵର: ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା । ଟାଉନ୍‌ ଥାନା ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କଲା ପ୍ରଶାସନ । ସାରା ଦିନ କର୍ଫ୍ୟୁ କୋହଳ ହେବା ସହ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର…

ମହିଳା ରିପୋର୍ଟରଙ୍କ ଉପରକୁ କୁକୁର ଛାଡି ନିଜ ନିଷ୍ପତିକୁ ଠିକ୍ ଦର୍ଶାଇଲେ ପୂର୍ବତନ ମନ୍ତ୍ରୀ, ଥାନାରେ ଏତଲା

ଭୁବନେଶ୍ୱର: ରିପୋର୍ଟିଂ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ରାଜଧାନୀରେ ବିଜେଡି ନେତାଙ୍କ ଏଭଳି ଆଚରଣ ମହଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରାମ୍ୟାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦିଓ ଏବେ…