Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହରର ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍

ଭୁବନେଶ୍ନର: ସହରରେ ଏଣିକି ଆଉ ଟ୍ରାଫିକ ପୋଷ୍ଟରେ ରହିବନି ରେଡ୍ ଲାଇଟ୍ । ଘଣ୍ଟା ଘଣ୍ଟା ଧରି ଆଉ ଟ୍ରାଫିକରେ ଆଉ ଲୋକେ ଅପେକ୍ଷା କରିବେ ନାହିଁ । ଏହାର ପରିବର୍ତ୍ତେ କିଛି ବିକଳ୍ପ ବ୍ୟବସ୍ଥା କରାଯିବ । କିଛି ଏମିତି ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ପରିସ୍ରା କରିବାକୁ ଆସି ଗଲା ଜୀବନ, ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ

ବାଲେଶ୍ୱର: ପୁଣି ବାଲେଶ୍ୱର ଜିଲ୍ଲା ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ। ପରିସ୍ରା କରିବାକୁ ବାଡ଼ି ପଛକୁ ଯାଇଥିଲେ ବୃଦ୍ଧା। ହେଲେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ…

ସମ୍ବଲପୁରରେ ଜଣ୍ଡିସ ଆତଙ୍କ; ସ୍ଥିତି ପରଖୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ସମ୍ବଲପୁର: ସମ୍ବଲପୁରରେ ପୁଣି ଚିନ୍ତା ବଢାଉଛି ଜଣ୍ଡିସ୍ । ସ୍ଥିତି ପରଖିବା ପାଇଁ ସମ୍ବଲପୁରରେ ପହଞ୍ଚିଲା ଦୁଇ ଜଣିଆ ରାପିଡ ରେସପନ୍ସ ଟିମ୍‌ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମ୍ବଲପୁରରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ଜଣ୍ଡିସ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟ ପରିଦର୍ଶନ…

ସରକାରୀ ବାସଭବନ ଭଙ୍ଗା ଉପରେ କିଛି ଏମିତି କହିଲେ ବବି……

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ଏତେ ବଡ କୋଠା ନିର୍ମାଣ, ସରକାରୀ ଘରେ କରିଥିଲେ ? ଯଦି କରିଥିଲେ କାହା ଅନୁମତିରେ…

ମହୁମାଛି ଆକ୍ରମଣରେ ଚାଲିଗଲା ଜେଜେଙ୍କ ଜୀବନ, ନାତି ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗବାଡ଼ି ଗାଁରେ ମହୁମାଛି ଆକ୍ରମଣରେ ଜେଜେଙ୍କର ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି । ଆହତ ନାତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ସକାଳେ ବାରଙ୍ଗବାଡ଼ି ଗାଁ…

ବବିଙ୍କୁ ନେଇ ବଢିଲା ଚର୍ଚ୍ଚା, ସରକାରୀ ବାସଭବନରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ବର; ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଘରେ ଚାଲିଛି ଭଙ୍ଗାରୁଜା । ବବି ରହୁଥିବା ସରକାରୀ ବାସଭବନରେ ଭଙ୍ଗା ରୁଜା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ବାହାରେ ଗେଟ୍ ତାଲା ପଡି ଭିତରେ…

ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ, ସପ୍ତାହକରେ ବାରିକେଡ କାମ ସରିବ: ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ସରିବ ମୁକୁଳା ଡ୍ରେନ୍‌ କାମ। ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ। ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ। ଭୁବନେଶ୍ବର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍‌ ରହିଛି।…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ୨୬ରୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସନ୍ତାକାଲି ବେଳକୁ ସୃଷ୍ଟି ହେବାକୁ ଯାଉଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା,…

ଆଜି ସଂସଦରେ ଶପଥ ନେବେ ଓଡ଼ିଶାର ୧୮ ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସରକାରଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳ ଗଠନର କିଛିଦିନ ପରେ ଗତକାଲି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

ଆଜି କଳା ଦିବସ ପାଳନ କରିବ ବିଜେପି, ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ କରାଯିବ ସମ୍ମାନୀତ

ଭୁବନେଶ୍ୱର: ଆଜି କଳା ଦିବସ ପାଳନ କରିବ ବିଜେପି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଏହି ପରିସ୍ଥିତିକୁ ଯେଉଁ ବ୍ୟକ୍ତି ବିରୋଧ କରିଥିଲେ ଆଜି ତାଙ୍କୁ ସମ୍ମାନୀତ କରାଯିବ। ଏନେଇ ରାଜ୍ୟ ବିଜେପି…