Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭାରେ ମହେଶ୍ଵରଙ୍କ ଶେଷ ଦର୍ଶନ, ଦିଆଗଲା ଗାର୍ଡ ଅଫ ଅନର, ସ୍ଵର୍ଗଦ୍ଵାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ସେଠାରେ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ…

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରି : ତାଲା ଭାଙ୍ଗି ହୁଣ୍ଡି ଟେକି ନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର : ଦିନକୁ ଦିନ ବଢିଚାଲିଛି ଚୋରୀ , ଲୁଟପାଟ୍ ଭଳି ଅପରାଧିକ କାର୍ଯ୍ୟାକଳାପ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ମୁଖ୍ୟ ଦ୍ବାରାର ତାଲା କାଟି  ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ…

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ଵର ମହାନ୍ତିଙ୍କ ପରଲୋକ । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ବିଜେଡି…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ…

ପୁଣି ରାଜଧାନୀରେ ରକ୍ତର ଛିଟା : ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।  ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ…

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମହେଶ୍ୱର ମହାନ୍ତିଙ୍କ…

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି । ଗତକାଲି ରାତି ୩ଟା୨୫ରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛ । ସେ ଗତ  ୩୧ ତାରିଖରୁ ଅସୁସ୍ଥ ଥିଲେ ।ତାଙ୍କୁ ଏଠାରେ  ଚିକିତ୍ସା ପାଇଁ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘନିଆକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଅଭିଯୁକ୍ତ ଘନିଆକୁ ଖୋଜୁଛି ପୋଲିସ। ରାଜଧାନୀ ସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା…

ଥାନା ଭଙ୍ଗାରୁଜା ପଛରେ ବିଧାୟକ ସୁଶାନ୍ତ ସିଂ ଅଭିଯୋଗ, ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ଗତ ରବିବାର ଦିନ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଭଟଲିର ବିଜୁ ଜନତା ଦଳ ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସୋମବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନିଶା ସେବନ…