Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…

ସୁଧୁରୁଛି ସ୍ଥିତି, କୋହଳ କରାଯାଉଛି ବାଲେଶ୍ଵର କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ବରରେ ପୁଣି କର୍ଫ୍ୟୁ କୋହଳ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କଲା ପ୍ରଶାସନ । ସକାଳ ୫ଟାରୁ ରାତି ୯ଟା ଯାଏଁ କୋହଳ ହେଲା କର୍ଫ୍ୟୁ । ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କୋହଳ । ସୂଚନାଯୋଗ୍ୟ, ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ…

ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଲା ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଯୋଗ ଦେଇଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇଣ୍ଡିଆନ୍‍ ସୋସାଇଟି ଫର୍‍ ଟେକ୍‍ନିକାଲ୍‍ ଏଜୁକେସନ୍‍ ର ୫୩ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି…

ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପହଞ୍ଚିସାରିଲାଣି ମୌସୁମୀ। ୨ ରୁ ୩ ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପଟେ ନୂତନ ସରକାର ଗଢ଼ିବା ପରେ ଆକ୍ସନ ମୋଡରେ ଅଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ…

ତମଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଗତକାଲି ତମାଣ୍ଡୋ ଅଞ୍ଚଳରେ ହୋଇଥିବା ଛତିଥରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ୍। ମଦ ନିଶାରେ ନିଜର ରାଗକୁ ନିୟନ୍ତ୍ରଣ କରିନପାରି ଏଭଳି କାଣ୍ଡ ଭିଆଇଛି ହତ୍ୟାକାରୀ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଦେଉଛନ୍ତି ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ। ତେବେ ଅଭିଯୁକ୍ତ…

ବାଣ ଭିଡ଼ୁଥିବା ବେଳେ ଅଘଟଣ ବିସ୍ପୋରଣ ଘଟି ଜଣଙ୍କର ମୃତ୍ୟୁ

ବାରିପଦା: ବାଣ ଭିଡ଼ୁଥିବା ବେଳେ ଘଟିଲା ଅଘଟଣ। ଘରେ ବାଣ ଗଚ୍ଛିତ କରି ରଖିଥିବା ବେଳେ ବିସ୍ଫୋରଣ ଘଟି ଉଡ଼ିଗଲା ଆଜବେଷ୍ଟସ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ଘଟିଛି ଏହି ବାଣ ବିସ୍ଫୋରଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ରାଜ୍ୟର ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୫ଦିନ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମାଲକାନାଗିରିକୁ ଅତିକ୍ରମ କରି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଦ ଥାପିଛି ମୌସୁମୀ ବାୟୁ । ବର୍ତ୍ତମାନ ସୁଦ୍ଧା ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ମୌସୁମୀ ବାୟୁ ଛୁଇଁଥିବା ବେଳେ ୬ଟି ଜିଲ୍ଲାରେ…

ସଂଧ୍ୟା ସୁଦ୍ଧା ବାରିପଦାରେ ଗଡିବ ବସ, ଯାତ୍ରୀଙ୍କୁ ଆଶ୍ବସ୍ତି

ବାରିପଦା: ବାରିପଦାବାସୀଙ୍କୁ ମିଳିଲା ଆଶ୍ବସ୍ତି । ସନ୍ଧ୍ୟାରୁ ସ୍ବାଭାବିକ ହେବ ବସ୍ ଚଳାଚଳ । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ସୂଚନା ଦେଇଛନ୍ତି ବାରିପଦା ଏସପି । ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି । ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ…

ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମକୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମ କୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଆଗକୁ ବର୍ଷା ଆସୁଥିବାବେଳେ ତା ପୂର୍ବରୁ ବରଗଡ଼ ପୌରାଞ୍ଚଳର କୌଣସି ୱାର୍ଡ ରେ ଡ୍ରେନେଜ ସିଷ୍ଟମ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଘଟଣାସ୍ଥଳକୁ ଯାଇ…