Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ଅଧା ଓଡ଼ିଶା ଓ ୨୪ ତାରିଖ ସୁଦ୍ଧା ପୂରା ରାଜ୍ୟ ଛୁଇଁବ ମୌସୁମୀ

ଭୁବନେଶ୍ବର: ବୁଧବାର ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବ। ଭିଜିବ ଓଡିଶା। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ। ୨୪ ତାରିଖ ସୁଦ୍ଧା ପୂରା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ…

ଆଜି ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ

ଭୁବନେଶ୍ୱର: ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଉଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକଙ୍କ ଭିତରୁ ୧୦୧ଜଣ ମଙ୍ଗଳବାର ବିଧାୟକ ଭାବେ ଶପଥ ନେଇଛନ୍ତି। ଆଜି…

ଗାଁରେ ୧୦୦ ଲୋକ ଥିଲେ ବି ସରକାର ରାସ୍ତା ତିଆରି କରିବେ: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳର ଲୋକଙ୍କ ଦ୍ୱାରରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା ନିର୍ମାଣ କରିବେ। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ବିଭାଗର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ…

ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି କଲେ

ପାରାଦୀପ: ପାରାଦୀପରେ ମହାନଦୀରୁ ୪୦୦ କେଜିରୁ ଅଧିକ ଓଜନର ଏକ ମାଛ ଧରି ଜଣେ ମତ୍ସ୍ୟଜୀବୀ ଏକ ପ୍ରକାର ଭଲ ରୋଜଗାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କିଛି ମତ୍ସ୍ୟଜୀବୀ ମହାନଦୀରେ ମାଛ ଧରିବାକୁ ଯାଇଥିଲେ। ୪ଟି ନଦୀର ସଙ୍ଗମସ୍ଥଳ ଚଉମୁହାଣରେ ମାଛ ଧରିବା ବେଳେ ଜଣେ ମତ୍ସ୍ୟଜୀବୀ ଜାଲି…

ସୋସିଆଲ ମିଡିଆରେ ଅଫିସିଆଲ ହ୍ୟାଣ୍ଡେଲ ଖୋଲିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଫିସିଆଲ ହ୍ୟାଣ୍ଡେଲ ଖୋଲିବାକୁ ରାଜ୍ୟର ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଆଜି ଏକ ସରକାରୀ ଚିଠି ଲେଖି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ,…

ସୋଶିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଲା ଲକ୍ଷ୍ଣଣ ବାଗ ଏବଂ ନବୀନଙ୍କ ଭେଟଘାଟ

ଭୁବନେଶ୍ୱର: ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ କିଛି ମୁହୂର୍ତ୍ତ ଦେଖିବାକୁ ମିଳିଛି ଯାହା ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି। ଗୃହରେ ମୁହାଁମୁହିଁ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି…

ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନ ପାଇଁ ଟିପିଏସ୍ଓଡିଏଲ୍ ଆସିକା ନ୍ୟୁ ଗ୍ରିଡ୍ ସବ୍ ଷ୍ଟେସନରେ ୩୩ କେଭି ଲାଇନ୍ ବିଛାଇଲା

ବ୍ରହ୍ମପୁର: ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାର ଆସିକା ନ୍ୟୁ ଗ୍ରିଡ୍ ସବ ଷ୍ଟେସନରୁ ନୂଆଗାଁ ପ୍ରାଥମିକ ସବଷ୍ଟେସନ (ପିଏସ୍ଏସ୍) ପର୍ଯ୍ୟନ୍ତ ଏକ ନୂଆ ୩୩ କେଭି…

ପାଣ୍ଡିଆନଙ୍କ ଜନବିରୋଧୀ କାର୍ଯ୍ୟକଳାପର ତଦନ୍ତ କରିବେ ସରକାର: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜନବିରୋଧୀ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ କରିବେ ରାଜ୍ୟ ସରକାର। ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହା କହିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି ଯେ ପାଣ୍ଡିଆନ କେବଳ…

ପିଏମ କିଷାନ ଯୋଜନାରେ ସାମିଲ ହୋଇନଥିବା ସମସ୍ତ ହିତାଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ

ଭୁବନେଶ୍ଵର: ବରଗଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଷୋଜନାର ୧୭ତମ କିସ୍ତି ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ପ୍ରାୟ ୩୧.୬୨ ଲକ୍ଷ ଚାଷୀଙ୍କ ଖାତାକୁ ୬୩୨.୪୮ କୋଟି ଟଙ୍କା ପଠାଯାଇଛି । ପ୍ରତ୍ୟେକ ଚାଷୀଙ୍କ…

ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶାମୁକ୍ତ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ: ଶ୍ରୀ ହରିଚନ୍ଦନ

ଭୁବନେଶ୍ୱର: ଶପଥ ନେବା ପରେ ଆଜି ବିଭାଗୀୟ ସମୀକ୍ଷା କରିଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ହରିଚନ୍ଦନ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ସମୀକ୍ଷା କରିଛନ୍ତି ।…