Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିଏମ୍‌-କିଶାନ ଯୋଜନା: ଭଦ୍ରକରେ ୧୩୯୫୪୩ ଚାଷୀ ଉପକୃତ, ବଳକା ୩୦ ହଜାର ଚାଷୀଙ୍କୁ ଉପାୟ ବତାଇଲେ କ୍ରୀଡା ମନ୍ତ୍ରୀ

ଭଦ୍ରକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତିର ଅଧିନରେ ୯ କୋଟି ୨୬ ଲକ୍ଷ ଚାଷୀ ଙ୍କୁ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ…

ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବିଭାଗୀୟ ଅଧିକାରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ…

ଆଜି ଖୋଲିଲା ପୁଣି ବନ୍ଦ ହେଲା, ୨୦ ଯାଏଁ ଝାରସୁଗୁଡାର ସମସ୍ତ ସ୍କୁଲ ବନ୍ଦ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ୧୯ ଓ ୨୦ ତାରିଖରେ ବନ୍ଦ ରହିବ ସମସ୍ତ ସ୍କୁଲ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନା ଅନୁସାରେ, ଦୀର୍ଘ ଦିନର ଖରାଛୁଟି ପରେ…

ସିକ୍କିମରେ ଫସିଛନ୍ତି ୪ ଓଡ଼ିଆ, ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ଭୁବନେଶ୍ବର: ଭାରତର ଉତ୍ତର-ପୂର୍ବ ସିକିମ୍ ରାଜ୍ୟରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ । ସେଥି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର ଥିବା ଜଣା ପଡିଛି । ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ସୂଚନା ଅନୁସାରେ, ନିଜ ପରିବାର ସହିତ ଖରାଛୁଟିରେ ବୁଲିବାକୁ…

ମୁହଁରୁ ଛାଡୁନି ଲାଞ୍ଚ ନିଶା, ପୁଣିଥରେ ଭିଜିଲାନ୍ସ ହାତରେ ଆରଆଇ ମନୋଜ ମହାନନ୍ଦ

ସମ୍ବଲପୁର: ମୁହଁରୁ ଛାଡୁନି ଲାଞ୍ଚ ନିଶା। ଦ୍ବିତୀୟ ଥର ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ । ଭିଜିଲାନ୍ସ ହାତରେ ନାକଟିଦେଉଳ ତହସିଲ୍ ଡାଇଁଚ ଆରଆଇ ମନୋଜ ମହାନନ୍ଦ। ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

ମୁକୁଳା ଡ୍ରେନରେ ପଡି ନାବାଳକଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ବର: ଆଜି ରାଜଧାନୀର ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ…

ତାତିରେ ଛଟପଟ ଅଧା ଓଡ଼ିଶା, ୪୧ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ବର: ତତଲା କଡେଇରେ ଭାଜି ହଉଛି ଓଡ଼ିଶା। ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ଯ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ମିଳୁନି ରକ୍ଷା। ଆଜି ୪୧ ଡିଗ୍ରୀ ଉପରେ ରହିଛି ରାଜ୍ୟର ୫ ସହର। ନୂଆପଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୪୧.୫, ବୌଦ୍ଧରେ…

ଗାଧୋଇବାକୁ ଯାଇ ଦେବୀ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ବାଲିଡ଼ିଆରେ ଅଘଟଣ । ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରୋହନ ବେହେରା, କାହ୍ନା ବେହେରା ଓ ଓମ୍ ବେହେରା । ଏହି ତିନି ଜଣ ଆଜି ଗାଧୋଇବାକୁ ଦେବୀ ନଦୀକୁ ଯାଇଥିଲେ । ହେଲେ ବହୁ ସମୟ ଧରି ଘରକୁ ଫେରିବାରେ…

ରାଜଧାନୀର ମୁକୁଳା ଡ୍ରେନ୍‌ରେ ଭାସିଯାଇଥିବା ନାବାଳକ ମୃତ

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଡ୍ରେନ ପାଣିରେ ଭାସିଯାଇଥିବା ୮ ବର୍ଷର ନାବାଳଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଏସକେ ରାଜେଶ୍‌ । ସେ ଆଜି ୟୁନିଟ୍-୩ ମସଜିଦ କଲୋନୀ ପାଖ ଡ୍ରେନ୍ ପାଣି ସୁଅରେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ…

ସାଂସଦରୁ ବିଧାୟକ, ବିଧାୟକରୁ ସରପଞ୍ଚ ହେବା ମୋର ଶେଷ ଇଚ୍ଛା: ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ବିଧାୟକ ଅଛି କିନ୍ତୁ ଥରୁଟେ ସରପଞ୍ଚ ହୋଇ ସେ ଅନୁଭୂତି ନେବାକୁ ଚାହୁଁଛି । ବିଧାନସଭାର ପ୍ରଥମ ଦିନରେ କିଛି ଏପରି ପ୍ରତିକ୍ରିୟା ଦେଇଛନ୍ତି ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଦିଗପହଣ୍ଡି ବିଧାୟକ…