Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟଗଡ଼ା ଭିଡ଼ ଆକ୍ରମଣ ଘଟଣାରେ ନିନ୍ଦା ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ…

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାରେ ଦିଲ୍ଲୀର ଜଣେ ଯୁବତୀ ଏବଂ ତାଙ୍କ ସହକର୍ମୀଙ୍କ ଉପରେ ଭିଡ଼ ଆକ୍ରମଣ ଘଟଣାରେ ପୋଲିସ ଶନିବାର ଆଉ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସହିତ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୨୧ରେ ପହଞ୍ଚିଛି। ତଦନ୍ତକାରୀ ଦଳମାନେ କହିଛନ୍ତି ଯେ ଏହି ଗିରଫଦାରୀ…

ରାଜଧାନୀରେ ଗଡ଼ିଲା ମୁଣ୍ଡ;ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ

ଭୁବନେଶ୍ବର:ରାଜଧାନୀରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସୁଶୀଲ ସିଂ। ହତ୍ୟାକାରୀ ନୀଳକଣ୍ଠ ମହାନ୍ତିଙ୍କୁ କାବୁ…

ପାହାଡ଼ପୁରରେ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଅଭିଭାଷଣ, ‘ସୂର୍ଯ୍ୟଗ୍ରାମ’ ହେବ ରାଷ୍ଟ୍ରପତିଙ୍କ ଶାଶୁଘର ଗାଁ

ବାରିପଦା: ରାଜ୍ୟରେ ବିଜେପି ସରକାର ସଫଳତାର ସହ ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହି ଗୌରବମୟ ଅବସରରେ ଏକ ବିଶେଷ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ବେଶ୍…

କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଗିରଫ

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର କୋଟପାଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠିଙ୍କୁ ଗିରଫ କରିଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତି,…

Bear Killing Case:ଭାଲୁ ମୃତ୍ୟୁ ମାମଲାରେ ୩ଟି ଗାଁର ୫ ଗିରଫ, ଆଉ ଗିରଫଦାରୀ ହୋଇପାରେ…

ମାଲକାନଗିରି:ମାଥିଲି ଭାଲୁ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଗିରଫ କଲା ବନ ବିଭାଗ । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳୟରେ ଏମାନଙ୍କୁ ଗିରଫ କରାଯାଇଛି…

ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ଆବେଦନ ଆରମ୍ଭ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଉକ୍ତ…

ଓଡ଼ିଶାର ଡିଜିଟାଲ ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ପରିମଳ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ ହୋଇଛି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । 'ସାଉଥ୍-ସାଉଥ୍ କୋଅପରେସନ୍' (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଓଡିଶାର ଡିଜିଟାଲ ସାନିଟେସନ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ…

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍‌ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼

ଭୁବନେଶ୍ୱର: ଓଡ଼ିଶାରେ ଆପାର୍ଟମେଣ୍ଟ ବା ଫ୍ଲାଟ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର । ଆପାର୍ଟମେଣ୍ଟ କିଣାବିକା ପାଇଁ ଆସିଲା ସହଜ ନିୟମ। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତନାଘନା ଆରମ୍ଭ, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଶୁକ୍ରବାର ତଦନ୍ତ ହୋଇଛି। ତନାଘନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗଠିତ କମିଟି। କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ ତନାଘନା ଆରମ୍ଭ କରିଛନ୍ତି। ଏହାକୁ…

PM Modi’s Rairangpur Tour: ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ତେଜିଲା ଓଡ଼ିଶା ରାଜନୀତି, ସଫଳତା-ବିଫଳତାକୁ ନେଇ…

ଭୁବନେଶ୍ୱର: ଶନିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କରିବେ ତାଙ୍କ ଗାଁ ପରିଦର୍ଶନ । ଗୋଟିଏ ମଞ୍ଚରେ ଏକାଠି ହୋଇ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଅପରପକ୍ଷେ…