Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭିଜିଲାନ୍ସ ମାମଲା ଥିଲେ ମିଳିବନି ପଦୋନ୍ନତି

କଟକ: ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଦୁର୍ନୀତି, ଲାଞ୍ଚ କାରବାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଭଳି ଅନେକ ଅଭିଯୋଗ ଆସୁଛି। ଯଦି ଭିଜିଲାନ୍ସ ମାମଲାରେ କୌଣସି ସରକାରୀ କର୍ମଚାରୀ ଫସୁଛନ୍ତି ତେବେ ସେମାନଙ୍କୁ ପଦୋନ୍ନତି ମିଳିବ ନାହିଁ। ଏହି ମାମଲାକୁ ନେଇ ଓଡିଶା…

ବିନିକା ଅଧ୍ୟକ୍ଷାଙ୍କ ଘରକୁ ଫାୟାରିଂ, ୨୫ ରାଉଣ୍ଡ ଗୁଳି…

ଭୁବନେଶ୍ବର: ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଏବଂ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦଙ୍କ ବାସଭବନରେ ଫାୟାରିଂ ହୋଇଛି। ଏହି ଘଟଣା ପରେ ବିନିକା ଥାନା ଅନ୍ତର୍ଗତ ସିଂଝିଜୁବା ଅଞ୍ଚଳରେ…

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାହସ, ସରଳତା, ବିନମ୍ରତା ଏବଂ…

ରାଉରକେଲାରେ ଏନକାଉଣ୍ଟର, ୨ ହତ୍ୟା ଅଭିଯୁକ୍ତ ଆହତ

ରାଉରକେଲା: ରାଉରକେଲାର ଝିରପାଣି ନିକଟରେ ଡବଲ୍ ଏନକାଉଣ୍ଟର ହୋଇଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ପୋଲିସ୍ ଏନକାଉଣ୍ଟରରେ ଚୁନୁ ଓ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ…

ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…

ଭୁବନେଶ୍ବର: ସୁନା ଓ ରୁପା ଦରରେ ହ୍ରା ଅଳଙ୍କାର କ୍ରୟ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୩୫୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୩୩ ହଜାର ୭୦୦ ଟଙ୍କା ରହିଥିବାବେଳେ,…

Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ

ଜଗତସିଂହପୁର:ଜଗତସିଂହପୁର ଜିଇଡିର କନିଷ୍ଠ ଯନ୍ତ୍ରୀ( Jr.Engineer (JE), GED, Jagatsinghpur) ସୋମା ଦାସ ଗାଁରେ ଷ୍ଟ୍ରିଟ ଲାଇଟ ସ୍ଥାପନ ପାଇଁ ଆକଳନ ପ୍ରସ୍ତୁତ କରିବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ (Odisha Vigilance)ହାତରେ ଧରାପଡିଛନ୍ତି ।…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି । ଘର ପଞ୍ଜୀକରଣ ଖର୍ଚ୍ଚ କମାଇବେ ସରକାର । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହର (PMAY- U 2.0) ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ବଡ଼ ରିହାତି ଘୋଷଣା କରିଛନ୍ତି ଓଡ଼ିଶା ସରକାର ।…

ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ମିଳିତ ଏହି ଚଢ଼ାଉରେ ପ୍ରାୟ ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି…

ଜନସେବା କେନ୍ଦ୍ରରେ ଠକେଇ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ଗିରଫ ହେଲେ ଯୁବକ

ଯାଜପୁର:ଗାଁରେ ଜନସେବା କେନ୍ଦ୍ର ଚ‌ଳାଉଥିବା ଯୁବକ ନିଜ ଗାଁ ଓ ଆଖପାଖ ଲୋକଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା। ୭ ମାସର ଲୁଚକାଳି ଖେଳ ପରେ ଅଭିଯୁକ୍ତ ଟୁଲୁ ପୁଲିସ ପଞ୍ଝାରେ ପଡ଼ିଥିଲା। ଅଭିଯୁକ୍ତ ହେଲା ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ…

PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ। ସୋସିଆଲ ମିଡିଆରେ 'ଏକ୍ସ’ରେ ମୟୂରଭଞ୍ଜ ଗସ୍ତକୁ ନେଇ ଓଡ଼ିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି…