Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜଳପାଇଗୁଡି ନିକଟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ…

ଏକ ଦଶନ୍ଧି ପରେ ଉତ୍ତର ଶିମିଳିପାଳରେ ବାଘର ପ୍ରଜନନ ରିପୋର୍ଟ ରେକର୍ଡ

ଭୁବନେଶ୍ୱର: ପଶୁ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ବାଘ ପ୍ରଜନନ ରେକର୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବାଘର ପ୍ରଜନନ ସମ୍ବନ୍ଧୀୟ ସୂଚନା ଦେଇ ଏକ୍ସ ହ୍ୟାଣ୍ଡେଲରେ ଏକ…

ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ଅଘଟଣ । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣକଙ୍କ ପରିଚୟ ଶିବ ମାଣ୍ଡି ବୋଲି…

ଜୁନ୍‌ ୧୮ରେ ମିଳିବ ପିଏମ କିଶାନ, ଆସିଲା ତାଲିକା ‘ପିଏମ କିଶାନ ଉତ୍ସବ’ରେ କେଉଁ ଜିଲ୍ଲାରେ ଉପସ୍ଥିତ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ୧୮ ଜୁନରେ କୃଷକଙ୍କ ଖାତାକୁ ଆସିବାକୁ ଯାଉଛି | ଉତ୍ତରପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବଣ୍ଟନ ଏହି କିସ୍ତି ପ୍ରଦାନ କରାଯିବ। ତେବେ ଏହି ୧୭ତମ କିସ୍ତି ବଣ୍ଟନ ଦିନଟିକୁ ‘ପିଏମ୍‌ କିଶାନ ଉତ୍ସବ’…

ଓଡିଶାରେ ଖୁବ୍ ଶୀଘ୍ର ଆସିବ `ସୁଭଦ୍ରା’ ମାର୍ଗଦର୍ଶିକା

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା…

ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ, ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଯାଞ୍ଚ ପରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮…

ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଧୋବଶିଳା ଗାଁରେ ରଜ ପାଇଁ ଯାତ୍ରା ପଡ଼ିଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଏଠାରେ ଝାଡ଼ାବାନ୍ତିର କାରଣ ଅସ୍ପଷ୍ଟ ଥିବା ବେଳେ ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ…

ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଆଗଲପୁର ଗ୍ରାମର ଅନିଲ କୁମ୍ଭାର ବୋଲି ଜଣାପଡିଛି। ଏହି ଘଟଣାରେ ରେଲୱେ ପୋଲିସ ଯୁବକକୁ ଉଦ୍ଧାର କରି ତଦନ୍ତ କରୁଛି।…

ପୂରା ହାଇପର ଆକ୍ଟିଭ ନୂଆ ସରକାର; ଛୁଟି ଦିନରେ ବି କାମ କଲେ ମନ୍ତ୍ରୀ

ଭୁବନେଶ୍ୱର: ୧୨ ତାରିଖରେ ଓଡ଼ିଶାର ନୂଆ ସରକାର ଭାବରେ ଶପଥ ଗ୍ରହଣ କରିବା ପରେ ଏବେ ପୂରା ଜୋସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ | ଗ୍ରାଉଣ୍ଡ ଜିରାରେ ଚାଲିଛି ପୂରା କସରତ | ଏହାସହିତ ଶନିବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟା ହେବା ପରେ ନିଜ ନିଜ ବିଭାଗର ଦାୟିତ୍ୱ…

ଘାଟିରେ ପାହାଡ଼କୁ ପିଟିଲା ବସ୍‌; ୧୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍‌। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…