Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମସ୍ୟାର ସମାଧାନ ହେଲା, ସ୍ଵାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: କୋରାପୁଟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ପରେ ସମସ୍ତ ସମସ୍ୟାର ସମାଦାନ କରାଯାଇ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି ।…

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା, ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: କାଶୀପୁର ମାନୁସପଦରରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ତତ୍ପରତା । ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣା ଉପରେ ପୂରା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ…

5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବୁ: ପୁରୋହିତ

ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାରେ ରାଜ୍ୟ କୃଷକ ସଂଗଠନର ସମ୍ବର୍ଦ୍ଧନାରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌। କହିଲେ ସନ୍ନ୍ୟାସ ନେଲେ ଚଳିବନି, ହିସାବ ଦେବାକୁ ପଡ଼ିବ । ‘5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବ ବିଜେପି’। ଆଜି…

ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ମଦ ନିଷେଧ ଉପରେ ମିଥ୍ୟା ଖବର ପ୍ରସାରିତ ହେବା ଉପରେ ଓଡିଶାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ, ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର…

ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି । ସେମାନେ ହେଲେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ଓ ସଞ୍ଜୟ ପଣ୍ଡା । ତେବେ…

ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ

ଜଟଣୀ: ଖୋର୍ଦ୍ଧା ରୋଡ୍‌‌ ଷ୍ଟେସନ ପ୍ଲାଟଫର୍ମରେ ଅଗ୍ନିକାଣ୍ଡ । ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଥିବା ଡାକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ…

ମୋରମ ଖୋଳିବା ବେଳେ ଅଘଟଣ; ଜଣେ ମୃତ, ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଖୋଜାଖୋଜି

କୋରାପୁଟ: ମାଟି ଅତଡ଼ା ଧସି ଚାପିହୋଇ ରହିଛନ୍ତି ୨ ମହିଳା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଖବର ମୁତାବକ,…

କଇଁଛ ଚାଲାଣବେଳେ ମାଡିବସିଲା ବନବିଭାଗ; ୪ ଗିରଫ, ୧୭୫ରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର

ନବରଙ୍ଗପୁର: କଇଁଛ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ । ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୧୭୫ ରୁ ଅଧିକ କଇଁଛ ଉଦ୍ଧାର ହୋଇଛି । ତେବେ କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ନିକଟରେ ଏହି ଘଟଣା ଘଟିଛି । ସୂଚନା…

ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରୁଛନ୍ତି। ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥିଭବନରେ ସମୀକ୍ଷା କରୁଛନ୍ତି।…

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରି ସରି ଆସିଲାଣି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ । ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ରାଜ୍ୟର ସବୁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ…