Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ରସଗୋଲା ଦିବସ: ଓଡ଼ିଆ ସଂସ୍କୃତି ସହ ଜଡିତ ରସଗୋଲା

ଭୁବନେଶ୍ଵର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି ବିଜେ…

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ । ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ପବିତ୍ର…

ଶାନ୍ତା ମେମୋରିଆଲ୍ ରିହାବିଲେଟେସନ ସେଣ୍ଟରର ୩୯ତମ ଫାଉଣ୍ଡେସନ ଡେ

ଭୁବନେଶ୍ୱର: ଶାନ୍ତା ମେମୋରିଆଲ ରିହାବିଲେଟେସନ ସେଣ୍ଟରର ଆଜି ୩୯ତମ ଫାଉଣ୍ଡେସନ ଡେ ପାଳିତ ହୋଇଛି। ଏହି ପ୍ରୋଗ୍ରାମରେ ଅରମାନ ଅଲି (ସୁପରିଚିତ ଭିନ୍ନକ୍ଷମ କାର୍ଯ୍ୟକର୍ତ୍ତା ତଥା ନିର୍ଦ୍ଦେଶକ ଏନ.ସି.ପି.ଡି.ପି, ଦିଲ୍ଲୀ) ଦଶମ ଅଶୋକ ମେମୋରିଆଲ ବକ୍ତୃତା ପ୍ରଦାନ କରିଥିଲେ । ଡ଼. ଅରୋବିନ୍ଦ…

ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ମଡେଲ ସ୍କୁଲ

ଭୁବନେଶ୍ୱର: ଆଧୁନିକ ଓଡିଶା ଗଠନ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୁଦନଙ୍କ ଭୂମିକା ଅତୁଳନୀୟ ଥିଲା। ଗଣକବି ବୈଷ୍ଣବ ପାଣି ଆମ ଓଡିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି…

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟ ଗଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ଵର: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କଲେ ଜଗନ୍ନାଥ ପ୍ରଧାନ । ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିସନ୍‌ କଲେ ଜଗନ୍ନାଥ । ଏଥିସହ ନିର୍ବାଚନକୁ…

ଗୁଣି ଗାରେଡିର କରୁଣ ପରିଣତି, ଯୁବତୀଙ୍କୁ ମୁଣ୍ଡରେ ଫୋଡ଼ିଥିଲେ ୨୨ଟି ଲୁହା କଣ୍ଟା

ଭୁବନେଶ୍ଵର: ଯୁଗ ଆସି କେଉଁଠି ପହଞ୍ଚିଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି । ବଡ ବଡ ରୋଗର ଉପଚାର ପାଇଁ ବୈଜ୍ଞାନିକ ମାନେ କେତେ ପ୍ରକାରର ଔଷଧ ବାହାର କଲେଣି । ତଥାପି ଏଇ ମଣିଷ ଅନ୍ଧ ବିଶ୍ଵାସର ବଶବର୍ତ୍ତି ହୋଇ ନିଜେ ନିଜର ଜୀବନ ନେଇ ଯାଉଛି । ସାଧାରଣ ରୋଗଟିଏ ହେଲେ ମଧ୍ୟ ଆଜିର…

ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ, ଭିତରେ ନାହିଁ କୌଣସି ଗୁପ୍ତ ସୁଡ଼ଙ୍ଗ

ପୁରୀ: ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ସମ୍ବଲପୁରରେ ରେଳ ଫ୍ଲାଏଓଭର ପ୍ରକଳ୍ପ ପାଇଁ ୨୮୮.୬୧ କୋଟି ଟଙ୍କା ଅନୁମୋଦନ

ସମ୍ବଲପୁର: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ 8.10 କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି। ସୁଗମ ଟ୍ରେନ ଚଳାଚଳ ହେବ- ରେଳ…

ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ବାରିପଦା: ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। ଗିରଫ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ହଳଦୀବଣି ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ବାଇଧର ସୋରେନ। ବାଇଧରଙ୍କ ସହ ଆଉ ଜଣକୁ ମଧ୍ୟ ଗିରଫ କରିଛି ଦକ୍ଷିଣ ଶିମିଳିପାଳ ବନ ବିଭାଗ। ୨ ଅଭିଯୁକ୍ତଙ୍କ ଠାରୁ ଝିଙ୍କ ମାଂସ, ଝିଙ୍କ କାଠି, ଧନୁ…

ସୋଆର ୧୮ତମ ପ୍ରତିଷ୍ଠା ଦିବସ: ସମାଜରେ ସର୍ବୋତ୍କୃଷ୍ଟ ସେବା ପାଇଁ ସବୁଠୁ ଆଗରେ ସୋଆ

ଭୁବନେଶ୍ଵର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ୧୮ତମ…