Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ହଟିବ ୫-ଟି ଏବଂ ମୋ ସରକାର ବୋର୍ଡ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ନୂଆ ସରକାର ଗଠନ ହୋଇଛି । କ୍ଷମତାକୁ ଆସିବା ପରେ ରାଜ୍ୟର ବିଭିନ୍ନ ବ୍ୟବସ୍ଥାକୁ ବଦଳାଇବା ଆରମ୍ଭ କରିଦେଇଛନ୍ତି ନୂଆ ସରକାର । ଏହାରି ଭିତରେ ନବୀନ ସରକାରଙ୍କର ସବୁଠାରୁ ଟ୍ରେଣ୍ଡିଙ୍ଗରେ ରହିଥିବା ବ୍ୟବସ୍ଥା ୫-ଟି…

ଅଗ୍ରସର ହେଉନି ମୌସୁମୀ; ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁଁ ଫିକା ପଡିବ ରଜ

ଭୁବନେଶ୍ବର: ରାତି ପାହିଲେ ରଜ । ହେଲେ ଅସହ୍ୟ ଗରମ କୁ ଗୁଳୁଗୁଳି ଯୋଗୁଁ ଏଥର ରଜ ଫିକା ପଡିବ । ମୌସୁମୀ ଆଗକୁ ଅଗ୍ରସର ନ ହେଉଥିବାରୁ ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଏବେ ମାଲକାନଗିରି,…

କାହିଁକି ଜଣେ ସିଏମ୍ ଦୁଇ ଡେପୁଟି ସିଏମ୍ ?

ଭୁବନେଶ୍ବର: ଓଡିଶାରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତ କେଭି ସିଂହଦେଓ ଓ ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ, ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ନୂଆ ନୁହେଁ । ଓଡିଶା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ବିଧାନସଭା…

ରାଜ୍ୟ ଅତିଥି ଭବନର ପ୍ରଥମ ମହଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ

ଭୁବନେଶ୍ବର: ୨୪ ବର୍ଷ ପରେ ରାଜ୍ୟ ରାଜନୀତିର ଆଉ ଏକ ଫର୍ଦ୍ଦ ଓଲଟିସାରିଛି । ଆରମ୍ଭ ହୋଇଯାଇଛି ମୋହନ ମାଝୀଙ୍କ ଯୁଗ । ବୁଧବାର ଜନତା ମଇଦାନରେ ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ଟାଣୁଆ ନେତା ତଥା ବର୍ତ୍ତମାନର କେନ୍ଦୁଝରର ନବନିର୍ବାଚିତ ବିଧାୟକ ମୋହନ…

ବିବାଦରୁ ବିଶ୍ବାସ…ନିଟ୍ ଚ୍ୟାଲେଞ୍ଜ

ଭୁବନେଶ୍ବର: ନିଟ୍ ବିବାଦ, ଗ୍ରେସ୍ ମାର୍କ ରଦ୍ଦ । ଜୁନ୍ ୨୩ରେ ପୁଣି ପରୀକ୍ଷା। ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ। ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷାରେ…

କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ, ୫ ଲୁଟେରା ଗିରଫ

ଭୁବନେଶ୍ବର: ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ୫ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଲୁଟେରାମାନେ ସ୍ପିଡ୍‌‌ ବାଇକରେ ଆସି ଲୋକଙ୍କୁ ଲୁଟୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ। ମହିଳାଙ୍କ ବେକରୁ ସୁନା ଚେନ୍‌‌, ହାତରୁ ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର…

ଚୋରାଚାଲାଣ ବେଳେ ୧୦୮ ପ୍ୟାକେଟ୍ ଗଞ୍ଜେଇ ଜବତ, ୨ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରୁ ୧୦୮ ଟି ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ଅବକାରୀ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ଖବର ମୁତାବକ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା…

ରାଜ୍ୟରେ ବଡ଼ ଧରଣର ସିବିଆଇ ଚଢଉ, ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ରେଡ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ରେଡ୍‌ ଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍‌ କରୁଛି ସିବିଆଇ। କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର ଅଞ୍ଚଳର ମୋଟ…

ଗୋପବନ୍ଧୁଙ୍କ ଗାଁରେ ମୁଖ୍ୟମନ୍ତ୍ରୀ; କହିଲେ,’ ଏ ସରକାର ଗରିବଙ୍କ ସରକାର, ୫ ବର୍ଷରେ ୫୦ ବର୍ଷର କାମ କରିବୁ ।’

ପୁରୀ: ‘ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିକି ଦେଖାଇବୁ ।’ କିଛି ,ମିତି କହି ଆଜି ସୁଆଣ୍ଡୋ ଗାଁରେ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ପରେ…

ପଦ ଯିବା ପରେ ନବୀନ ନିବାସରୁ ହଟିଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ୨୫ ବର୍ଷର ବିଜେଡି ଶାସନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆଉ ନବୀନ ପଟ୍ଟନାୟକ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…