Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୀରବି ଯାଇଛି କୋଳାହଳ, ଚାରିଆଡ ଖାଁ..ଖାଁ…ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଆଜି ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ଯେମିତି ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ଗହଳି ଘର ହଠାତ ନୀରବି ଯାଇଛି । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ  । ଠାଏ ଠାଏ ଖୋଲା ହେବାକୁ ଲାଗିଲାଣି ତୋରଣ । ଆଜି ମେଲାଣି ନେବା ମା’ । ସେଥିପାଇଁ ବୋଧହୁଏ…

ବାତ୍ୟା ହାମୁନ୍ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବୁଧବାର ବାଂଲାଦେଶ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ହାମୁନ୍' ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି…

ବରଗଡ଼ରେ ରହସ୍ୟମୟ ପରିସ୍ଥିତିରେ ନଦୀରୁ ମିଳିଲା ମୃତ ଦେହ

ବରଗଡ଼: ମଙ୍ଗଳବାର ନଦୀରେ ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ବାରିକେଲା ଗ୍ରାମର ଗଣପତି ବେହେରା। ଗତ କିଛି ବର୍ଷ ହେବ ସେ ସହରର ଏକ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଗାଁର କିଛି ଲୋକ…

ଦାଦାବଟି ଆଦାୟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରଥମ ମାମଲାରେ ଅଭିଶେକ ପ୍ରଧାନ ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ ରୋଡରେ ଜଣେ ଦୋକାନୀଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି।…

ଭୋଟର ତାଲିକା ସଂଶୋଧନ ପାଇଁ ୫୩ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଓଡ଼ିଶା ସରକାର ଭୋଟର ତାଲିକାର ସଂଶୋଧନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୫୩ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଏହି ବଦଳି ସମ୍ପର୍କରେ ଘୋଷଣା କରାଯାଇଛି।…

ବ୍ୟବସାୟୀଙ୍କୁ ଛୁରାମାଡ ପରେ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଦେବଗଡ: ଦେବଗଡ ତିଳେଇବଣ ବ୍ଲକ ସଦର ମହକୁମାରେ ଛୁରାମାଡ ଓ ଲୁଟ୍ । ଜଣେ ବ୍ୟବସାୟୀଙ୍କୁ ଛୁରା ମାଡ ପରେ ତାଙ୍କ ଠାରୁ ଟଙ୍କା ଲୁଟ ଘଟଣା ସାମ୍ନାକୁ ଆସିଛି । ବ୍ୟବସାୟୀ ଜଣଙ୍କ ହେଲେ ଦେବଗଡ ଖପରସାହି ଅଞ୍ଚଳର କୁନା ନାୟକ । ଖବରମୁତାବକ, ତିଳେଇବଣରେ ୨୭ ବର୍ଷୀୟ ବ୍ୟବସାୟୀ କୁନା ନାୟକ…

ଭାଇର ମର ଶରୀର ଆଣିବାକୁ ନାହିଁ ଅଣ୍ଟିରେ ପଇସା, ସାହାଯ୍ୟ ପାଇଁ ତିନି ଭଉଣୀ ମାଗିଲେ ଭିକ

ବଲାଙ୍ଗୀର: ରାଜେଶ ଛତ୍ରିଆଙ୍କର ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମର ଶରୀର ରହିଛି। ହେଲେ ଆବଶ୍ୟକ ପଇସା ପୈଠ ହୋଇନଥିବାରୁ ମର ଶରୀର ଜିସଚାର୍ଜ ହୋଇପାରୁନି। ଆଉ ଶେଷରେ ଭାଇର ମୃତଦେହ ଛାଡିବା ପାଇଁ ତିନି ଭଉଣୀ ଟଙ୍କା ଯୋଗାଡ…

ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ: ଦୁଇ ଅଭିଯୁକ୍ତ ଅଟକ

ଢେଙ୍କାନାଳ: ଭୁବନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଥିବା ଏହି ଦୁଇ ଜଣ…

ପଦମପୁରରେ ପୁଣିଥରେ ବର୍ଷା, ପ୍ରଦୀପ ହେବେ ମୁହାଁମୁହିଁ !

ଭୁବନେଶ୍ୱର: ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୀତି ସେତିକି ଚଳଚଂଚଳ ହେଉଛି। ପ୍ରମୁଖ ଦଳ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି କିମ୍ବା ଆଶାୟୀ ସମସ୍ତେ ଆକ୍ଟିଭ ହୋଇପଡିଛନ୍ତି। ପାଞ୍ଚ ବର୍ଷର ପରିଶ୍ରମ ଓ ପ୍ରତୀକ୍ଷା ପରେ ସୁଯୋଗ ଆସିଛି। ତେଣୁ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଥାନା ଘେରାଉ, ୫ ଗୁରୁତର

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଶତାଧିକ ଆଦିବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି। ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର…