Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହରାଞ୍ଚଳରେ ଥିବା ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା…

Soumya Murder Case: ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା । ଝାରପଡ଼ା ଜେଲରେ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାପଡିଛି । କୋର୍ଟ ଅନୁମତି ଦେବା ପରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ ରେ ପହଞ୍ଚି…

ରାତିରେ ଶୋଇବାକୁ ଡେରି ହେଉଛି କି ? ଆପଣଙ୍କ ମସ୍ତିଷ୍କ ସହ ଘଟୁଛି ଏହି ଭୟଙ୍କର ପରିବର୍ତ୍ତନ, ସତ ଜାଣିଲେ ଉଡ଼ିଯିବ…

ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ରାତି ଅନିଦ୍ରା ହେବା କିମ୍ବା ସବୁବେଳେ ମାନସିକ ଚାପରେ ରହିବା ଏକ ସାଧାରଣ କଥା ପାଲଟିଗଲାଣି। କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ହେଉ କିମ୍ବା ରାତିସାରା ମୋବାଇଲ୍ ସ୍କ୍ରିନ୍ ଆଗରେ ବସିବା ଅଭ୍ୟାସ କାରଣରୁ ଆମେ ନିଜ ନିଦ ସହ ବହୁତ ବଡ଼…

ଏଥର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଡିଜିଟାଲ୍‌ ମୂଲ୍ୟାୟନ

କଟକ: ଏଣିକି ମାଟ୍ରିକ୍‌ ସପ୍ଲିମେଣ୍ଟାରୀର ମୂଲ୍ୟାୟନ ଡିଜିଟାଲ୍‌ ମୋଡ୍‌ରେ ହେବ। ଡିଜିଟାଲ୍ ମୂଲ୍ୟାୟନ (Digital Evaluation) ହେଉଛି ଉତ୍ତର ଖାତାଗୁଡ଼ିକୁ ଡିଜିଟାଲ୍ ରୂପେ (ସ୍କାନ୍ କରି) କମ୍ପ୍ୟୁଟର କିମ୍ବା ଟାବଲେଟ୍ ମାଧ୍ୟମରେ ଯାଞ୍ଚ କରିବା ପ୍ରକ୍ରିୟା। ଏହା ବୋର୍ଡ ପରୀକ୍ଷାରେ…

IIC Beauty Mohanty: ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା; ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ପୋଷ୍ଟମର୍ଟମ…

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବିୟୁଟି ମହାନ୍ତିଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ ।…

ବୈତରଣୀରେ ଜଳସ୍ତର; ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ୨୪ ଘଣ୍ଟାରେ କ୍ଷତିପୂରଣ…

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ…

Rath Yatra 2026: ବଡଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା, ଅଭେଦ୍ୟ ସୁରକ୍ଷା ବଳୟରେ ଏଥର ରଥଯାତ୍ରା! ମୁତୟନ ହେବେ ୧୫…

ପୁରୀ: ଭକ୍ତଙ୍କ ଗହଣକୁ ଆସିବ ଭାବୋବିନୋଦିଆ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡ ଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା । ସେଥିପାଇଁ ଚଳଚଞ୍ଚଳ ହେଲାଣି ପୁରୀ ସହର । ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ୨୦୨୬ ରଥଯାତ୍ରା ଆସନ୍ତା ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ୯…

ନୟାଗଡ଼ରେ ଯୁବକକୁ ପିଟିପିଟି ମାରିଦେଲେ…

ନୟାଗଡ: ନୟାଗଡ ଜିଲ୍ଲାର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଅପହରଣ ଏବଂ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୟାଗଡ ସଦର ଥାନା ଅନ୍ତର୍ଗତ ଡାଲିମ୍ବାମାଡା ଗ୍ରାମର ଅଭିମନ୍ୟୁ ସାହୁ ରବିବାର ସନ୍ଧ୍ୟାରେ ଦୋକାନକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପରିବାର…

ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ୍‌, ସିଧାସଳଖ ସମସ୍ୟା ଶୁଣିବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ଅନେକ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ (Special Portals) ପ୍ରସ୍ତୁତ କରିଛନ୍ତି। ଏବେ ଫୋକସରେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ…

ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ…