Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାର୍ବଣ ବେଳେ ରାଜଧାନୀରେ ଥିବା ବାର ଓ ପବ ଉପରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍, ନାଇଟ୍ କ୍ଲବ୍, ପବ୍, ଡ୍ୟାନ୍ସ ବାର୍ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ଇନଫୋସିଟି ସମେତ ବିଭିନ୍ନ ଅଞ୍ଚଳରେ ଥିବା ବାର୍ ଓ ନାଇଟ୍…

ଏମିତି ବି ଆସେ ମୃତ୍ୟୁ ! ସାପକୁ ଦେଖି ଭୟରେ ଉଡିଗଲା ବୃଦ୍ଧାଙ୍କ ପ୍ରାଣବାୟୁ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସେବକ ସାହି ଗ୍ରାମରେ ଘଟିଛି ଏଇ ଅଦ୍ଭୁତ ଘଟଣା । ସାପକୁ ଦେଖି ଭୟରେ ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ । ମୃତକ ଜଣଙ୍କ ହେଉଛନ୍ତି ୫୭ ବର୍ଷିୟ ନାଖାରୀ ଭୋଇ । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ସ୍ନେକ୍  ହେଲ୍ପ ଲାଇନର ସାଧାରଣ…

ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଯାହାକୁ…

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ…

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଯାଜପୁର ବିରଜାଙ୍କ ପୀଠରେ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର:  ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଟିଛି ସମସ୍ତ ଦେବୀ ପୀଠ  । ସ୍ବତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର…

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…

ହୋଟେଲରେ ଚାଲିଥିବା ସେକ୍ସ ରାକେଟ, ୬ ଗିରଫ

ଭଦ୍ରକ: ଶନିବାର ଏକ ହୋଟେଲରେ ଚଢ଼ାଉ କରି ସେକ୍ସ ରାକେଟ୍ ଠାବ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଭଦ୍ରକ ଟାଉନ୍ ଥାନା ଅଧୀନ ବାଇପାସ୍ ରୋଡ୍ ନିକଟରେ ଥିବା ଏହି ହୋଟେଲ୍ ଉପରେ ଚଢ଼ାଉ କରି ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ତିନି…

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ଅଛି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ରହିଛି ଏବଂ ଏ ନେଇ କେହି ଚିନ୍ତା କରିବା ଉଚିତ ନୁହେଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଶନିବାର କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଭଣ୍ଡାର ତାଲିକା ନେଇ ଦୁଇ ମାସ ମଧ୍ୟରେ…