Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶେଷ ହେଲା ରଥଟଣା, ଆଜି ଜନ୍ମବେଦୀକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହୋଇଛି ରଥଟଣା । ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଛି ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଛି ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଛି ୩ ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ ।…

ଭଲ ଖବର: ଦିଲ୍ଲୀପ ବରାଳଙ୍କ ବିହନ ପ୍ରକ୍ରିୟାକରଣ ଉପକରଣକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଚାଷୀ ତଥା ଜାତୀୟ କୃଷି କର୍ମଣ ପୁରସ୍କାର ବିଜେତା ଦିଲ୍ଲିପ କୁମାର ବରାଳଙ୍କ ଦ୍ବାରା ତିଆରି କରାଯାଇଥିବା ବିହନ ପ୍ରକ୍ରିୟାକରଣ ଉପକରଣକୁ ପେଟେଣ୍ଟ ମିଳିଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ତରଫରୁ ଏହି ପେଟେଣ୍ଟ ମିଳିଛି। ଦେଶର ପେଟେଣ୍ଟ…

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି…

ବେଆଇନ ଖଣି ଖନନ ଓ କ୍ରସର ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମଶାଳା ବିଧାୟକ

ଯାଜପୁର:  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଖଣି ଖନନ ହେଉଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏଭଳି ଅନଧିକୃତ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଖଣି ଓ ଲଘୁ…

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ…

ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର ରାସ୍ତା

ଭୁବନ‌େଶ୍ବର: ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬…

ପ୍ରିନ୍ସିପାଲଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଧ୍ୟାପିକା ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ଭଦ୍ରକ ମହିଳା ମହାବିଦ୍ୟାଳୟର ଉର୍ଦ୍ଦୁ ଅଧ୍ୟାପକ ନସିମା ଖାତୁନ୍ ଶନିବାର ଦିନ ଏକ ଆବେଦନପତ୍ରରେ ଦସ୍ତଖତ ପାଇବା ପାଇଁ କଲେଜ…

ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀଙ୍କ ଉତ୍ପାଦର ବଢୁଛି ଚାହିଦା

ସୁରଟ: ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀଙ୍କ ଉତ୍ପାଦର ବଢୁଛି ଚାହିଦା। ଗୁଜରାଟ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ମୋବାଇଲ୍‌ ବିକିରଣକୁ ହ୍ରାସ କରିବା ଲାଗି ଗାଈ ଗୋବରରୁ ଏକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରିଛି । ଏହାକୁ ମୋବାଇଲ ପଛରେ ଲଗାଇଲେ ବିକିରଣ କାରଣରୁ ଶରୀରକୁ…

ପୁଣି ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ବର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା…

ବିଜେଡି-ବିଜେପି ନୂଆ ସମୀକରଣ !

ଭୁବନେଶ୍ବର: ଦୁଇଟି ଚିତ୍ର, ସଂପର୍କ ନେଇ ଅନେକ ପ୍ରଶ୍ନ । ରାଜନୈତିକ ସୌଜନ୍ୟତା ନା ପୁରୁଣା ସଂପର୍କର ନବକଳେବର ! ପ୍ରଥମେ ମୋହନ ସରକାରର  ଶପଥ ଗ୍ରହଣ ସମାରୋହ ଦ୍ବିତୀୟରେ ପୁରୀରେ ରଥଯାତ୍ରା । ଉଭୟ ଚିତ୍ର ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସଂପର୍କକୁ ନେଇ ଚର୍ଚ୍ଚା ବଢାଇଛି ।…