Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାପଡା ଆଳିରେ ପ୍ରତାପ ଦେବ ବିଜୟୀ

କେନ୍ଦ୍ରାପଡ଼ା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଜିମାତ୍ କଲା ବିଜେଡି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟ ହୋଇଛନ୍ତି । ସେ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଳିରେ ପ୍ରତାପ…

ବ୍ରଜରାଜନଗରରେ ବିଜେପିର ବଡ ବିଜୟ, ହାରିଲେ ଅଳକା ଜିତିଲେ ସୁରେଶ

ବ୍ରଜରାଜନଗର: ବ୍ରଜରାଜନଗରରେ ବିଜେପିର ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ । ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି ସୁରେଶ । ସେ ୭୧,୭୯୭ ଭୋଟରେ ବିଜୟୀ ହୋଇ ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ।

ବାପାଙ୍କ ଗଡରେ ଝିଅର ପରାଜୟ, ଝାରୁସୁଗୁଡାରେ ଫୁଟିଲା ପଦ୍ମ

ଝାରସୁଗୁଡା: ବାପାଙ୍କ ଗଡରେ ପରାସ୍ତ ହେଲେ ଝିଅ ଦୀପାଳି । ପଦ୍ମ ହାତକୁ ଗଲା ଝାରୁସୁଗୁଡା । ଝାରୁସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବାପା ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଗତବର୍ଷ ଝାରସୁଗୁଡା…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ଆଗରେ

କଣ୍ଟାବାଜି: କଣ୍ଟାବାଞ୍ଜିରେ ଟ୍ରାକକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖୀ ୮୦୦ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ଆଗରେ ଅଛନ୍ତି । ପ୍ରଥମରୁ ହିଁ ନବୀନ ପଛରେ ପଡିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଲିଡ୍ କରୁଛନ୍ତି ନବୀନ ପଟ୍ଟନାୟକ । ସେହିପରି ଗଞ୍ଜାମ…

ଚାଲିଛି ଭୋଟ ଗଣତି, ପଛରେ ପଡିଛନ୍ତି ବହୁ ହେଭିଓ୍ବେଟ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ: ଭୁବନେଶ୍ବର ଏକାମ୍ରରେ ବିଜେପି…

ତୃତୀୟ ରାଉଣ୍ଡ ସୁଦ୍ଧା ଓଡିଶା ଲୋକସଭାରେ; ବିଜେପିର ୧୮, ବିଜେଡି ୨, କଂଗ୍ରେସ ୧

ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି । ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ…

ଓଡ଼ିଶା ପାଇଁ ଗର୍ବ: ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ଭୁବନେଶ୍ୱର: ଭୁବନେଶ୍ବର: ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌ ଏନ୍‌ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍‌ କମିସନର। ବର୍ତ୍ତମାନ…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଅଛନ୍ତି ।  ଯାହା ବିଜେଡିକୁ ଏକ ପ୍ରକାର  ଝଟକା ଲାଗିପାରେ । କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ।…

ଓଡିଶା ବିଧାନସଭାରେ ଆଗୁଆ ବିଜେପି, ବାଜି ପଲାଟାଇ ପାରିବ ତ ବିଜେଡି?

ଭୁବନେଶ୍ବର: ଓଡିଶା ବିଧାନସଭାରେ ହଇଚଇ । ପ୍ରାଥମିକ ପର୍ଯ୍ୟାୟରେ ଲିଡ୍ କରୁଛି ମୋଦୀ ମ୍ୟାଜିକ । ଏଯାବତ ହାତେଇଲାଣି ୬୦ ଆସନ । ସେପଟେ ବିଜେଡି ଏପର୍ଯ୍ୟନ୍ତ ୩୭ ଟି ଆସନ ଗ୍ରହଣ କରିଛନ୍ତି । ଏଥି ସହିତ କଂଗ୍ରେସ ୧୦ ଟି ଆସନ ଗ୍ରହଣ କରିଛି । ଯାହା ଏବେ ୨୫ ବର୍ଷର ସରକାରକୁ ଦୋହଲାଇ ପାରେ…