Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ଉତ୍ତର ରଖିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା

ଭୁବନେଶ୍ୱର:ପୁରୀରୁ ନିର୍ବାଚନ ଲଢିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଚିରାଚରିତ ହିଞ୍ଜିଳି ଆସିନ ଛାଡି ଏଥର ପୁରୀରୁ ଛିଡା ହେବ କି ? ଏମିତି ପ୍ରଶ୍ନ ଜନତାଙ୍କ ଭିତରେ ଥିବାବେଳେ ଉତ୍ତର ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶଶୀ ଭୂଷଣ ବେହାରା । ଶୁକ୍ରବାର ମିଡିଆକୁ ବକ୍ତବ୍ୟ ଦେଇ…

କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ

ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା  ମଧ୍ୟରେ୨, ୨୬. ୬୧୦ ମେଟ୍ରିକ ଟନ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା: ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ । ବିଧାୟକ ମିଥ୍ୟା ସତ୍ୟପାଠ…

ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ'। ବିଜେଡ଼ି/ବିଜେପିର…

ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ ଅକ୍ଷୟ ମଲ୍ଲିକ

ଯାଜପୁର: ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ। ରାଜ୍ୟ ତଥା ଜିଲ୍ଲା ପାଇଁ ଏଭଳି ସଫଳତା ଓ ସୁନାମ ଆଣିପାରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗ୍ରାମର ଅକ୍ଷୟ ମଲ୍ଲିକ। ଅକ୍ଷୟ ଓଆଇଏସଏଫରେ କାର୍ଯ୍ୟ କରୁଥିବା ବେଳେ ପିଲା ବେଳୁ ତାଙ୍କର ବଡି ବିଲଣ୍ଡିଙ୍ଗ…

ଦଶରଥପୁର ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୩ଟି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର କଲେ ଉଦଘାଟନ

ଯାଜପୁର: ଦଶରଥପୁର ବ୍ଲକ ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମେ ବ୍ଲକ ଅନ୍ତର୍ଗତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତବାସୀ ଅସନପୁର ପଞ୍ଚାୟତସ୍ଥିତ ରଙ୍ଗସପଡିଆ ଠାରେ ଏକତ୍ରିତ ହୋଇ ବାଚସ୍ପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି…

ଶ୍ରୀମନ୍ଦିରରେ ‘ଶାଳୀନତାପୂର୍ଣ୍ଣ ପୋଷାକ’କୁ ନେଇ ଜାରି ହେଲା ନିୟମାବଳୀ, ଜାଣନ୍ତୁ କେଉଁ ଡ୍ରେସ ପିନ୍ଧି…

ପୁରୀ: ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଯଦି ତାହା ନହେବ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ…

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ପୂର୍ବତନ ଡିଜିଙ୍କୁ ଛାଡିଲେନି ଲୁଟେରା: ଘରେ ପଶି ଲୁଟିନେଲେ ଟଙ୍କା ଓ ଅନ୍ୟ ଆସବାବପତ୍ର

ଭୁବନେଶ୍ୱର:ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କୁ କବଳରୁ ଏଠି କେହି ବି ବାଦ ପଡୁନାହାନ୍ତି । ଏପରିକି ପୋଲିସ ଅଫିସର ବି ନୁହେଁ । ପୋଲିସକୁ ଚକମା ଦେଇ ପୋଲିସଙ୍କ ଘରୁ  ଲୁଟ !  CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା…

ଲାଞ୍ଚୁଆ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ; ବିଛଣା ତଳୁ ଓ ଗାଧୁଆଘରୁ ଜବତ କଲା ପୁଳା ପୁଳା ଟଙ୍କା

ପାରାଦୀପ: ଡାକ୍ତରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ସିବିଆଇ ଦେଖି ଟେରା । ବିଛଣା ତଳେ, ଗାଧୁଆଘର ଭିତରେ ଥିଲା ବିଡା ବିଡା  ଟଙ୍କା ସହ ଡଲାର । ଏଥିସହିତ ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ…ଏମିତି କେତେ କ’ଣ  । ପାରାଦୀପ ବନ୍ଦର  ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର…