Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୌସୁମୀଙ୍କ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲେଖିକା ବନସ୍ମିତା ପତି

ଭୁବନେଶ୍ୱର: ଗିରଫ ହେବେ କି ଅଭିନେତ୍ରୀ ମୌସୁମୀ ? ଲେଖିକା ବନାମ ଅଭିନେତ୍ରୀ ମାମଲାର ଅସଲ ସତ ବାହାରକୁ ଆସିଲା। ମୌସୁମୀ କରିଥିଲେ ବ୍ଲାକମେଲ। କେବଳ ବନସ୍ମିତାଂକୁ ନୁହେଁ ବରଂ ଏକାଧିକ ପୁରୁଷ ଏବଂ ମହିଳାଙ୍କୁ କରିଛନ୍ତି ବ୍ଲାକମେଲ୍। ନିଜ ମୁହଁରେ ସ୍ୱୀକାର କରିଛନ୍ତି ମୌସୁମୀ। ଏବେ ଧରା…

ମହିଳା ସଂରକ୍ଷଣ ବିଲ୍ ପାସ୍; ମୋଦୀଙ୍କୁ ଧନ୍ୟବାଦ ଜଣାଇ ସିଂହଦ୍ୱାର ସାମ୍ନାରେ ମହିଳା ମୋର୍ଚ୍ଚାର ଦୀପଦାନ

ପୁରୀ: ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସମଗ୍ର ନାରୀ ସମାଜ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ସେଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା…

ମାତ୍ର ୧୪ ମିନିଟରେ ଚକାଚକ୍ ବନ୍ଦେ ଭାରତ ଏକ୍ସପ୍ରେସ: ଜାପାନ ବୁଲେଟ ଷ୍ଟାଇଲେରେ ଏକ୍ସପ୍ରେସର ସଫେଇ

ପୁରୀ: ଏବେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୧୪ ମିନିଟ୍‌ରେ ପରିଷ୍କାର ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯିବ । ଏହାକୁ ‘୧୪ ମିନିଟ୍‌ ମିରାକଲ୍‌’ କୁହାଯାଉଛି । ଆଜିଠାରୁ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡି ସମେତ ୨୯ଟି…

ଆଜି ବିଶ୍ଵ ପେନସନ ଦିବସ: ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି

କଟକ: ଆଜି ବିଶ୍ୱ ପେନସନର ଦିବସ । ଏହି ଅବସରରେ କଟକ ସହରର ଖ୍ୟାତନାମା ବୟୋଜେଷ୍ଠ ଶ୍ରମିକ ନେତା ଗଜେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର, ରାଜ୍ୟ,ରାଷ୍ଟ୍ରାୟତ ସଂସ୍ଥା, ବ୍ୟାଙ୍କ, ବିମା, ସାଧାରଣ ବିମା,ଔଷଧ ଶିଳ୍ପ ଓ ଇ.ପି.ଏଫ. ପେନସନର ମାନଙ୍କର ଏକ ମିଳିତ…

ଟଙ୍କା ପାଇଁ ରଚିଥିଲେ ମିଛ କିଡନାପର ନାଟକ: ସାମ୍ନାକୁ ଆସିଲା ଫାଇନାନ୍ସ କର୍ମଚାରୀଙ୍କ କିଡନାପ ରହସ୍ୟ

କେନ୍ଦ୍ରାପଡା: ଟଙ୍କା ପାଇଁ ମିଛ କିଡନାପର ନାଟକ ରଚିଥିଲେ ଫାଇନାନ୍ସ କର୍ମଚାରୀ ସ୍ଵାଗତ ସାମଲ । ସତ ଜଣାପଡିବା ପରେ ଫାଇନାନ୍ସ ଏଜେଣ୍ଟ ସ୍ଵାଗତ ସାମଲକୁ ଗିରଫ କଲା କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ପୋଲିସ । ଗତ ବୁଧବାର ଫାଇନାନ୍ସ ଏଜେଣ୍ଟ ସ୍ଵାଗତ ସାମଲଙ୍କ ନିଖୋଜନେଇ ଥାନାରେ ଏତଲା…

ରାଜ୍ୟରେ ଲଘୁଚାପ ବର୍ଷା; ଆଗାମୀ ୩ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅର୍ଥାତ ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ ଓ ଖୋର୍ଦ୍ଧା ସମେତ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି,…

ସ୍କ୍ରବ୍ ଟାଇଫସ ଆତଙ୍କ: ବରଗଡରେ ପହଞ୍ଚିଲା ଚାରି ଜଣିଆ କେନ୍ଦ୍ରୀୟ ଟିମ୍

ବରଗଡ: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ । ଦିନ କୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ବରଗଡରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଚାରି ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ରାଜ୍ୟର ୨ ଜଣ ସଦସ୍ୟ ରହିଛନ୍ତି । ଟିମ୍ ପ୍ରଥମେ ଜିଲ୍ଲା…

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର; ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍‌-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ…

ହଷ୍ଟେଲରେ ଡରାଉଛି ଭୂତ: ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ପିଲାଙ୍କ ବ୍ୟବହାର

ଯାଜପୁର: ସରକାରୀ ପଲିଟେକ୍ନିକର ଛାତ୍ରୀ ନିବାସରେ ଭୂତ ଭୟ। ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ଛାତ୍ରୀଙ୍କ ବ୍ୟବହାର। ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡି ସ୍ଥିତ ସରକାରୀ ପଲିଟେକ୍ନିକରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି  । ଗତ ସପ୍ତାହରୁ କଲେଜ ପରିସରରେ ଏଭଳି ଭୂତ ଆତଙ୍କ ଦେଖାଦେଉଛି  ।…

ବାଲୁକା କଳାରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଲେ ବାଲୁକାଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶ ପାଳୁଛି ସ୍ଵଛତା ହିଁ ସେବା ପକ୍ଷ । ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ଏହା ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ସ୍ଵଛତା ହିଁ ସେବା ପକ୍ଷର ଥିମ ରହିଛି GARBAGE FREE INDIA । ଆଜିର…