Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସସିବିରେ ବିଦ୍ୟୁତ ବିଭ୍ରାଟ, ରାତିରେ ରୋଗୀ ହନ୍ତସନ୍ତ

କଟକ: ଏସସିବି ମେଡିକାଲରେ ଶନିବାର ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି।ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି କର୍ମଚାରୀମାନେ ବକେୟା ଦରମା ଦାବିରେ ଆନ୍ଦୋଳନକୁ…

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି  । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର…

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ…

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ ନୁହେଁ ଛୋଟ ଛୁଆ ବି ଧୀରେ…

ପାଖରେ ଫାଣ୍ଡି ଥାଇ ବି ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସକ୍ରିୟ ଲୁଟେରା ଗ୍ୟାଙ୍ଗ୍  । ଏଟିଏମ୍ ଠାରୁ ୩୦ କିଲୋମିଟର ଦୂରରେ ଏକ ଫାଣ୍ଡି ରହିଛି  । ତଥାପି ନିର୍ଭୟରେ ଆସି ଗ୍ୟାସ୍ କଟରରେ ଏଟିଏମ କାଟିଲେ ଏବଂ ଟଙ୍କା ଲୁଟି ନେଇଗଲେ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା…

ଜଗନ୍ନାଥ ମନ୍ଦିର ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ୬୦ ହଜାର ୮୨୨ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଅନ୍ୟ ଛଅଟି ରାଜ୍ୟରେ ଏହି ସବୁ ସମ୍ପତ୍ତି ରହିଛି। ସାରାକା କହିଛନ୍ତି, ଓଡ଼ିଶାରେ ୩୮ ହଜାର ଏକରରୁ ଅଧିକ…

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି ବଢ଼ାଇଲା ବୋର୍ଡ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୫ ତାରିଖକୁ ଘୁଞ୍ଚାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ମଧ୍ୟ ଏହି ସମ୍ପ୍ରସାରଣ ଲାଗୁ ହୋଇଛି। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଫର୍ମ…

ବ୍ରହ୍ମପୁରରୁ ଜବତ ହେଲା ନାମିଦାମୀ ବ୍ରାଣ୍ଡର ନକଲି ଲିପିଷ୍ଟିକ ସହିତ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ

ବ୍ରହ୍ମପୁର: ଟାଉନ ପୋଲିସ ଓ ବଡବଜାର ପୋଲିସର ମିଳିତ ଉଦ୍ୟମରେ ଶନିବାର ସହରର ବିଭିନ୍ନ ଦୋକାନରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି କସମେଟିକ୍ ସାମଗ୍ରୀ ବା ପ୍ରସାଧାନ ସାମଗ୍ରୀ ଜବତ କରାଯାଇଛି। ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଅଭିଯୋଗ ପାଇବା ପରେ ଏହି ଚଢ଼ଉ…

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୩ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୯୫କୁ ବୃଦ୍ଧି…