Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ିପାରେ ବସ୍ ଭଡ଼ା ! ଡିଜେଲ୍ ଦର ବୃଦ୍ଧି ମଧ୍ୟରେ ଭଡ଼ା ବୃଦ୍ଧି ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଁ ପୁଣିଥରେ ଜୋରଦାର ଦାବି ଉଠିଛି। ଡିଜେଲ୍ ଦର ଓ ବସ୍ ଚଳାଚଳ ଖର୍ଚ୍ଚ ଲଗାତାର ବଢ଼ୁଥିବାରୁ ବର୍ତ୍ତମାନ ଭଡ଼ାରେ ସେବା ଚାଲୁ ରଖିବା କଷ୍ଟକର ହୋଇପଡ଼ିଛି ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି। ସରକାର ଶୀଘ୍ର ଭଡ଼ା ସଂଶୋଧନ ନକଲେ ଆଗାମୀ…

ଭୁବନେଶ୍ୱର ବୋମା ବିସ୍ଫୋରଣ ମାମଲା: ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍, ଜବତ ସ୍କୁଟିର ହେଉଛି ତଦନ୍ତ

ଭୁବନେଶ୍ୱର: ରାଜଧାନୀର ଆଜାଦ ନଗରରେ ଘଟିଥିବା ଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ବୁଧବାର ଦିନ NIA ର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରସ୍ଥିତ ଏୟାରଫିଲ୍ଡ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି…

ମୌସୁମୀ ବର୍ଷା ଓ ଏଲ୍ ନିନୋ ଆଶଙ୍କାର ମୁକାବିଲା ପାଇଁ ଖରିଫ୍ ୨୦୨୬ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ ଆକଳନ କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ…

ଖରା ଛାଡ଼ିବ, ବର୍ଷା ଆସିବ! କେବେ ମିଳିବ ଆଶ୍ୱସ୍ତି?

ଭୁବନେଶ୍ୱର: ଗତ କିଛି ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସିଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ କାଳବୈଶାଖୀର…

କେନ୍ଦୁଝରରେ ୬୫,୦୦୦ କୋଟିର ମେଗା ପ୍ରକଳ୍ପ: ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ…

କେନ୍ଦୁଝର: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଜେଏସଡବ୍ଲ୍ୟୁ (JSW) ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୬୫,୦୦୦ କୋଟି ଟଙ୍କାର ଏହି…

ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ; କହିଲେ, “ଆଗକୁ ବିଜେଡିର କ’ଣ ଅବସ୍ଥା ହେବ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜୁନ୍…

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିବା…

ଚାଷୀ ପୁଅ OAS ଟପ୍ପର…

କେନ୍ଦୁଝର: ବିଲରେ ଝାଳ ବୁହାଇ ପୁଅକୁ ଓଏଏସ୍ କଲେ ବାପା ପୂରା ଓଡିଶାରେ ପ୍ରଥମ ହେଲେ ବୁବୁନ କଥାରେ କୁହନ୍ତି ନି… ଶିକ୍ଷା ବୟସ, ସମ୍ବଳ କିମ୍ବା ପରିସ୍ଥିତି ଦ୍ୱାରା ସୀମିତ ନୁହେଁ। ଯଦି ତୁମର ନିଷ୍ଠା ଏବଂ କଠିନ ପରିଶ୍ରମ ଅଛି, ତେବେ ତୁମେ ନିଶ୍ଚିତ ଭାବରେ ସଫଳତା ପାଇବ। ଆଉ ଏହାକୁ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଏନଏଚଏମ୍ ଜୁନିଅର ଇଞ୍ଜିନିୟର

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ସୁନ୍ଦରଗଡ଼ ସିଡିଏମ ଆଣ୍ଡ ପିଏଚଓ ଅଫିସ ଅଧୀନରେ କାର୍ଯ୍ୟରତ ଏନଏଚଏମ ଜୁନିଅର ଇଞ୍ଜିନିୟର ସୁମନ୍ତ ନାଏକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଘଟଣା ଅନୁସାରେ, ଜଣେ ଠିକାଦାର ଏକ…

ପୁରୀରୁ ଗିରଫ ହେଲେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ବିଧାୟକ ଦିଲୀପ ମଣ୍ଡଳ

ପୁରୀ: ଶେଷରେ ପୋଲିସ ହାତରେ ଧରାପଡ଼ିଲେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ବିଧାୟକ ଦିଲୀପ ମଣ୍ଡଳ। ଗତ କିଛି ସପ୍ତାହ ଧରି ଫେରାର ଥିବା ଦିଲୀପଙ୍କୁ ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ପୁରୀର ଏକ ହୋଟେଲରୁ ଗିରଫ କରିଛି। ଦକ୍ଷିଣ ୨୪ ପ୍ରଗଣାର…