Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଇଲା ସଚିବଙ୍କ ଏମ୍‌ସିଏଲ୍ ପରିଦର୍ଶନ, ସ୍ଥିତି କଲେ ସମୀକ୍ଷା

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସଚିବ ଅମ୍ରିତ ଲାଲ ମୀନା ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)ର ବିଭିନ୍ନ ପ୍ରସଙ୍ଗ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ବଲପୁରରେ ଥିବା ଏମ୍‌ସିଏଲର ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୋଲ ଇଣ୍ଡିଆ…

ଏମସିଏଲ୍ ପରିଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ

ସମ୍ବଲପୁର : ଓଡ଼ିଶାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ଏମସିଏଲ୍‌ର ବସୁନ୍ଧରା ଏବଂ ମହାଲକ୍ଷ୍ମୀ କ୍ଷେତ୍ରକୁ ପରିଦର୍ଶନ କରିଛନ୍ତି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ୍‌. ପ୍ରସାଦ । ଏହି ପରଦର୍ଶନ ସମୟରେ କୁଲଦା ଏବଂ ଗର୍ଜନବାହାଲ ଓପନକାଷ୍ଟ ଖଣି କ୍ଷେତ୍ର ମଧ୍ୟ ତଦାରଖ କରିଛନ୍ତି ।…

ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବାକୁ ପୁରୀ ମ୍ୟୁନିସିପାଲଟିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ…

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା…

ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକ

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ସେଣ୍ଟିନେଲ୍ ଆପ୍ଲିକେସନ୍ ଜରିଆରେ ନାଗରିକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରିବହନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛି ଯେ, ନାଗରିକମାନେ ନେକ୍ସଟ୍ ଜେନ mParivahan ଆପ୍ 'ସିଟିଜେନ୍ ସେଣ୍ଟିନେଲ୍' ବିକଳ୍ପ…

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲା ଅଭିଭାବକ ସଂଘ, ଚିନ୍ତାରେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଏକ ସପ୍ତାହ ଧରି ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷକମାନଙ୍କୁ ଏକ ଅଭିଭାବକ ସଂଗଠନ ସମର୍ଥନ ଜଣାଇଛି। ଦାବି ପୂରଣ ନହେବାଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛି ଓଡିଶା ଶିକ୍ଷକ…

ଦାୟିତ୍ୱରୁ ଓହରି ନାହାଁନ୍ତି ଶିକ୍ଷକ, ଆନ୍ଦୋଳନରେ ସାମିଲ ହୋଇ ନାହାଁନ୍ତି ୩ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ତିନି ଶିକ୍ଷକ ସଂଘ । ଲେଫ୍ଟଆଉଟ୍ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଧାରଣାକୁ ସମର୍ଥନ କରୁନାହାଁନ୍ତି । ସଂଘର…

୨୩ ବର୍ଷ ପରେ ନବୀନ ବାବୁଙ୍କୁ ମନେ ପଡିଲା ‘ଅପପୁଷ୍ଟିର କଳଙ୍କ’ କଥା: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ନେଇ ବିଜେପି ମହିଳାମୋର୍ଚ୍ଚା ଶାସକ ଦଳକୁ ଟାର୍ଗେଟ କରିଛି। ନିର୍ବାଚନ ସମୟରେ ଗରିବ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ନିକଟ ଅତୀତରେ ନଗଡାର ଶିଶୁ ଅପପୁଷ୍ଟିର ଶିକାର ହୋଇ…

ଟ୍ରାକ୍ଟର ଓଲଟି ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ

ଯାଜପୁର: ୧୬ନଂ ଜାତୀୟ ରାଜପଥର ବନ୍ଦାଳ ବାଇପାସ୍ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରାକ୍ଟରରେ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ କାମ ସାରି ଘରକୁ ଫେରିବା ବେଳେ ଏପରି ଅଘଟଣ…

ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଦାୟ କରାଯିବନି ଗ୍ରାଉଣ୍ଡ ରେଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…