Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାମଗଡ଼ରେ ବଦଳିବ ବାଜି !

ଭୁବନେଶ୍ବର : ନା ମୋଦି ଲହର ନା ନବୀନ ହାଓ୍ବା । ଗତ ଦୁଇ ଥର ହେଲା ସିପିଆଇଏମକୁ ବିଜୟୀ କରାଇଛି ସୁନ୍ଦରଗଡ ଜିଲ୍ଲାର ବଣାଇ ବିଧାନସଭା । ଏଥର ବିଜୟର ହ୍ୟାଟ୍ରିକ୍ ମାରିବାକୁ ସମରସଜ୍ଜା କରୁଛି ସିପିଆଇଏମ । ସେପଟେ ବାମଗଡକୁ ପୁଣି କବଜାକୁ ନେବାକୁ ବିଜେପି ଉଦ୍ୟମ କରୁଛି ତ ବିଜୟର ଡେବ୍ୟୁ…

କାହାର ହେବ ବଲାଙ୍ଗୀର ?

ଭୁବନେଶ୍ବର: ବଲାଙ୍ଗୀରରେ କିଏ ମାରିବ ବାଜି ? କଣ୍ଟାବାଞ୍ଝିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ତ ବଲାଙ୍ଗୀରରୁ ହିଁ ନବୀନଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ମୋଦି। ପ୍ରାର୍ଥୀ ଯିଏ ରହିଲେ ବି ଏଠାରେ ଫାଇଟ୍ ସିଧାସଳଖ ନବୀନ ବନାମ ମୋଦି। ପଶ୍ଚିମ ଓଡିଶାରେ ମୋଦି ଲହରକୁ ମାତ୍…

ଖଣ୍ଡପଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର; କହିଲେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି

ଭୁବନେଶ୍ବର: ଖଣ୍ଡପଡ଼ାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ପ୍ରଚାର ସମୟରେ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ,…

ଆପଣଙ୍କ ସୁଖଦୁଃଖରେ ଯିଏ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ:ପାଣ୍ଡିଆନ

କଟକ: ସାଧାରଣ ନିର୍ବାଚନ ପାଇଁ ନେତାମାନେ ପ୍ରଚାର ଜୋରଦାର କରିଛନ୍ତି । ଏହି ମଧ୍ୟରେ ଆଜି ବଡ଼ମ୍ୱାରେ ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି । ସେ ବିରୋଧିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ…

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଜୟରାମଙ୍କ ଟାର୍ଗେଟ: କହିଲେ ବିଜେପିକୁ ବିଜେଡିର ସମର୍ଥନ, ଏହା କଣ ଅସତ୍ୟ ?

ଭୁବନେଶ୍ୱର:ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ଟି ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ…

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୋଲିସ । ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଶିବଶଙ୍କରଙ୍କୁ ଗିରଫ କଲା ପୋଲିସ  । କୋର୍ଟରେ ଜାମିନ ନାମଞ୍ଜୁର ପରେ…

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍

ଭୁବନେଶ୍ୱର: ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଅଣ୍ଟା ଭିଡିଲେଣି ରେଜନେତା। ଗୋଟେ ଦଳ ଅନ୍ୟଦଳକୁ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟ ଜାରି ରହିଛି। ଏହାରି ଭିତରେ ସୋସିଆଲ…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ଶିକ୍ଷକ, ଦୁର୍ଘଟଣାରେ ଚାଲିଗଲା ଜୀବନ

ମାଲକାନଗିରି: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତମଗୁଡା ଠାରେ ଶିକ୍ଷକଙ୍କ ବାଇକୁ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲକୁ ନେଇଥିଲେ ।…

ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି, ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ

ଭୁବନେଶ୍ୱର: ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଆଜି ବିଜେପି ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି।…

ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା, ଦୁଇ ପ୍ରିଜାଇଡିଂ ଅଫିସର ମୃତ

ନୂଆପଡ଼ା/ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣା । ନୂଆପଡ଼ା ୩୫୩ ଜାତୀୟ ରାଜପଥ ତରବୋଡ ନିକଟରେ କାର ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ କୁମାର ନାଏକ ବୋଲି ଜଣାପଡ଼ିଛି। ସେ ଗତକାଲି ଖଡ଼ିଆଳ ବ୍ଲକ…