Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଓଜେଇଇ, ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ । ସିବିଟି ମୋଡ୍ ରେ ଅନୁଷ୍ଠିତ ହେବ ପରୀକ୍ଷା । ଏହା ଆସନ୍ତା ୧୦ ତାରିଖ ଯାଏଁ ଚାଲିବ । ପ୍ରତିଦିନ ୩ଟି ସିଫ୍ଟରେ ୨ ଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ୮ଟା ୩୦ ରୁ ୧୦ଟା…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁପି ଅଯୋଧ୍ୟାରୁ ଆସି ରାଜଧାନୀ ଭୁବନେଶ୍ବରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ। ବିିମାନବନ୍ଦରରେ ପହଁଚିବା ପରେ ମୋଦୀଙ୍କୁ ସ୍ବାଗତ କରିଛନ୍ତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଚ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…

ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ

ବଲାଙ୍ଗୀର: ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ବିଧାୟକ ଜଜ୍ଞେଶ୍ୱର ବାବୁ ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜଜ୍ଞେଶ୍ୱର ବାବୁଙ୍କ ସହ ତାଙ୍କ ଶତାଧିକ ସମର୍ଥକଙ୍କୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସହରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ସ୍ୱାଗତ…

ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: ଆଇପିଏସ୍ ଆଶିଷ ସିଂହଙ୍କର ନିକଟରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ବଦଳି ହୋଇଥିଲେ ମଧ୍ୟ ସେ ବିଜୁ ଜନତା ଦଳ (ବିଜେଡି)ର ନିର୍ବାଚନ ପରିଚାଳନା କରୁଥିବା ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ଆଇପିଏସ ଆଶିଷ ସିଂହ ଇନ୍ସପେକ୍ଟର ଜେନେରାଲ…

ସହଜ ନୁହେଁ ସାନଖେମୁଣ୍ଡି

ଭୁବନେଶ୍ବର : ସାନଖେମୁଣ୍ଡିରେ ସରିଛି ସମରସଜ୍ଜା । ଗୋଟେପଟେ କଂଗ୍ରେସ ହେଭିଓ୍ବେଟ୍ ରମେଶ ଜେନା ତ ଅନ୍ୟପଟେ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ । କ୍ୟାମ୍ପେନିଂରେ କମ୍ପୁଛି ଗାଁ, ରୁଦ୍ଧଦ୍ବାର ବୈଠକରେ ପ୍ରସ୍ତୁତ ଚାଲିଛି ବିଜୟ ବ୍ଲୁପ୍ରିଣ୍ଟ । ଭାବିଚିନ୍ତି ଗୋଟି ଚଳାଉଛନ୍ତି…

୫ ବର୍ଷର କାର୍ଯ୍ୟକାଳ ଉପରେ ଲୋକେ କଲେ ପ୍ରଶ୍ନ, ବର୍ଷିଲେ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ?

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା ଆସନର ବିଜେପି ପ୍ରାର୍ଥୀ କୁସୁମ ଟେଟେ ଭୋଟରଙ୍କ ଉପରେ ବର୍ଷିଛନ୍ତି। ଗତ ୫ ବର୍ଷରେ ତାଙ୍କ ଖରାପ ପ୍ରଦର୍ଶନକୁ ନେଇ କିଛି ଯୁବକ ପ୍ରଶ୍ନ କରିବା ପରେ ସେ ବର୍ଷିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାନପାତ୍ରପାଲିରେ ବିଧାନସଭା…

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଅପରାହ୍ନରେ ଆନନ୍ଦପୁରସ୍ଥିତ ରିଲାଏନ୍ସ ଟ୍ରେଣ୍ଡର କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ ସେହି ସମୟରେ ଖୋଲା ଥିବା କୋଠାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।…

ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ: କଂଗ୍ରେସ ପାର୍ଥି ଉମା ବଲଭ ରଥଙ୍କୁ ଆକ୍ରମଣ। ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଚାର କରୁଥିବା ବେଳେ କିଛି ଦୃର୍ବୃତ ଆକ୍ରମଣ କରିଛନ୍ତି। ତେବେ ଆକ୍ରମଣରେ ମୁଣ୍ଡରେ ଆଘାତ ଲାଗିଛି। କିଏ ଓ କହଁକି ଆକ୍ରମଣ କରିଛି ଏଯାଏ ସ୍ପଷ୍ଟ ହୋଇନାହିଁ। ପୁରୀ କୁମ୍ଭରପଡା ଥାନାରେ  ଏ…

ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ, କହିଲେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଇସ୍ତାହାର

ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର ଥିଲା ତାହେଲେ ବିଜେପି ୧୦ ବର୍ଷ କ୍ଷମତାରେ…

ଆସନ୍ତାକାଲି କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କଳାହାଣ୍ଡି: ଆସନ୍ତାକାଲି ଦିନିକିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧.୦୫ ରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ପହଞ୍ଚିବା ପରେ ସେଠାରେ ନିର୍ବାଚନୀ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଗତ ଦିନରେ ଜିଲ୍ଲାରେ…