Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଓଡିଶାବାସୀ । ତେବେ ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ସେ କହିଛନ୍ତି, ୬…

ଓଡ଼ିଶା ଦେଉଛି ଭୋଟ୍: ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ଓଡ଼ିଶା ଦେଉଛି ଭୋଟ୍ । ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ ୧୯.୪୬…

ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ,କହିଲେ ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ

ବାଲେଶ୍ବର: ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ  । ନିଜ ଘରେ ପୂଜାର୍ଚ୍ଚନା ପରେ ଭୋଟ ଦେଲେ ପ୍ରତାପ ଷଡଙ୍ଗୀ  । ସାଇକେଲରେ ଆସି ନିଜ ଗାଁ ବାଲେଶ୍ବର ଜିଲ୍ଲାର ଧୋବଶଳ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ…

ଭୋଟ୍ ଦେବା ସମୟରେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ବାଲେଶ୍ବର: ଭୋଟ୍ ଦେବାକୁ ଆସିଥିଲେ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ । ଭୋଟ୍ ଦେବାକୁ ଆସି ବୁଥ୍ ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ଭୋଟ୍ ଦେବାକୁ ଆସି  ବୁଥ୍ ରେ ଟଳିପଡିଥିଲେ ବୃଦ୍ଧ । ନୀଳଗିରି ଈଶ୍ବରପୁର ୧୫୯ ନଂ…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ । ଏହାରି ଭିତରେ ଜଗତସିଂହପୁର ୮.୫୪% ଭୋଟିଂ ଗ୍ରହଣ କରି ସବୁଠୁ ଆଗରେ ରହିଛି । ସେହିପରି ବାଲେଶ୍ବରରେ ୭.୪୬%, ଭଦ୍ରକ ୭.୭୯%, ଯାଜପୁର ୭.୭୪% , ଓ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ଟ୍ରାକ୍‌ କାମ

ବଲାଙ୍ଗୀର: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଫଳରେ  ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ…

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ । ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଛି । କୌଣସି…

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ,ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ। ଆଜି ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ…

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

କେନ୍ଦୁଝର: ପରଲୋକରେ ପଦ୍ମଶ୍ରୀ ମାଗୁଣି କୁଅଁର । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ମାଗୁଣି କୁଅଁରଙ୍କ…

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…