Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ନଥିବା ବିଭାଗକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)କୁ ସମର୍ଥନ କରିବା ଦିଗରେ…

ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା

ସୁନ୍ଦରଗଡ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସପ୍ତମ ଦିନରେ ପ୍ରାର୍ଥୀ ମାନେ ନିଜର ନିଜର ସମର୍ଥକଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଏହାରି ଭିତରେ ଆଜି ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ…

ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଆସନ୍ତା ମେ' ୧୧ ତାରିଖ ଶନିବାର ଦିନ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗୀୟ ଅଦାଲତ ଯଥା…

ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ଼: ବରଗଡ଼ ରେଲୱେ ଷ୍ଟେସନ ପାଖରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ବୌଦ୍ଧରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବରପାଇ ମାଡି ବସିଲା ବରଗଡ଼ ଟାଉନ ଥାନା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ ୫ କେଜି ର ୩ ଟି ପ୍ୟାକେଟ୍…

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର:ସଶକ୍ତ ହେଉଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତ୍ତାମାନେ ଦଳରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ…

କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ

କେନ୍ଦୁଝର: କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ରୁଗୁଡି ସ୍ଥିତ କେଜେଏସ୍ ଆଲୁଓ୍ବାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ । ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିବାରୁ ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଏଥିରେ ୯ ଜଣ  ଅର୍ଦ୍ଧଦଗ୍ଧ…

ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି

ସୁବର୍ଣ୍ଣପୁର: ଚର୍ଚ୍ଚାରେ ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀ ସୋନାଲୀ ବିଶି l ଆଜି ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ଚାଷୀ ପ୍ରତିନିଧି…

ମାଆ ବନିଲେ କା !

ଭୁବନେଶ୍ବର: କୋରେଇ ସସପେନ୍ସରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଡାନି ନୁହେଁ ବବିଙ୍କ ପରିବାରକୁ ଗଲା ଟିକେଟ୍ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ସ୍ବର୍ଗତ ଅଶୋକ…

ପୁରୀ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଜୟନ୍ତ ଷଡ଼ଙ୍ଗୀ

ପୁରୀ: ନାମାଙ୍କନ ପତ୍ର ଭରିଲେ ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଶକ୍ତି ପ୍ରଦର୍ଶନ କରିଥିଲେ ଜୟନ୍ତ । ନିଜର ହଜାର ସଂଖ୍ୟକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ…

ଝରିଗାଁରେ ଝଲସିବ କାହାର ଭାଗ୍ୟ ?

ଭୁବନେଶ୍ବର: ନବରଙ୍ଗପୁର ଝରିଗାଁ ବିଧାନସଭା ଆସନରେ ଗତ ତିନିଟି ନିର୍ବାଚନରେ ଜିତିଆସୁଛି ବିଜେଡି । ୨୦୦୯ ଓ ୨୦୧୪ ନିର୍ବାଚନରେ ଝରିଗାଁରୁ ଜିତିଥିଲେ ରମେଶ ମାଝୀ । ୨୦୧୯ରେ ଭାଇ ପ୍ରକାଶ ମାଝୀଙ୍କ ପାଇଁ ସିଟ୍ ଛାଡି ଦେଇଥିଲେ ରମେଶ । ପ୍ରକାଶ ମଧ୍ୟ ୩୧ହଜାର ୩୭୦ ଭୋଟରେ କଂଗ୍ରେସର ଉଲଧର…