Latest Odisha News
Browsing Category

ଓଡିଶା

Odisha

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ…

ପୁଣି ବ୍ରହ୍ମଣୀ ନଦୀରେ ଅଘଟଣ: ମଇଁଷି ଚରାଳିଙ୍କୁ ଟାଣିନେଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର । ଗତ ୩ ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନା ପାଇ ଭାସ୍କର ରାଉତଙ୍କୁ ଖୋଜାଖୋଜି…

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି…

ଗଞ୍ଜେଇ ଚାଷକୁ ମାନ୍ୟତା ଦାବି କରି କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର

କନ୍ଧମାଳ: ଫିରିଙ୍ଗିଆ-ଗୋଚ୍ଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ପଡିଛି ଶହ ଶହ ମାଓ ପୋଷ୍ଟର । ଆଜି ସକାଳୁ ମାଓ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି । ମାଓ ସଙ୍ଗଠନ କେକେବିଏନ ଡିଭିଜନର ସଚିବ ବିଜୟଙ୍କ ତରଫରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ଗତ ଦିନରେ ଫିରିଙ୍ଗିଆ ଥାନାପୋଡି ଘଟଣାରେ ପୋଲିସ…

ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ; ୧୧ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁ ନିକଟରେ ଗୋରୁପଲଙ୍କ ଉପରେ ଚଢି ଯାଇଛି ଏକ ଟ୍ରକ । ଫଳରେ ୧୧ ଗୋରୁଙ୍କର ମୃତ୍ୟୁ ଘଟିଛି । ୨   ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା ।  ଗାଈ ପଲ ରାସ୍ତା   ୫୩ ନମ୍ବର ଜାତୀୟ…

ଉଦଘାଟନ ହେଲା ଉତ୍କେଲା ବିମାନ ବନ୍ଦର, କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା

କଳାହାଣ୍ଡି: କଳାହାଣ୍ଡି ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡିରେ । ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକଙ୍କୁ ମାରି ଗଛରେ ଝୁଲାଇ ଦେଲେ

ମାଲକାନଗିରି: କୋରୁକୋଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବା ପରେ ତାଙ୍କୁ ଓଲଟା ଏକ ଗଛରେ ଝୁଲାଇ ଦେଇଛନ୍ତି। ପୀଡ଼ିତଙ୍କ ନାଁ ଦେବ ମାଡକାମି। ମିଳିଥିବା ସୂଚନା ଅନୁଯାୟୀ,…

ଆଜି ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା; ଶ୍ରୀମନ୍ଦିରରେ ପାଳିତ ହେବ ବଳଭଦ୍ର ଜନ୍ମ

ପୁରୀ:  ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ।  ଶ୍ରୀବଳଭଦ୍ରଙ୍କ ଜନ୍ମଦିନ। ଆଜି ମଧ୍ୟ  ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା । କାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲେ ହେଁ ଆଜି…

ସେପ୍ଟେମ୍ବର ୫ରେ କଂଗ୍ରେସରେ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଏକ 'ମିଶ୍ରଣ ପର୍ବ' ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,…

ରକ୍ଷା ବନ୍ଧନରେ ଜୋର ଧରିଲା କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରାସବାଲିକୁ ଭୌଗଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍ ପ୍ରଦାନ ଦାବିରେ ଆଜି ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନଃରୁଦ୍ଧାର ସମିତି (ସ୍ଥାନୀୟ ସଙ୍ଗଠନ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପ୍ରଭୁ ବଳଦେବଜୀଉଙ୍କ ଜନ୍ମ…